Only for Entertainment

ସପନାଙ୍କ ଗୀତରେ ଏଭଳି ନାଚିଲେ ବିରାଟ, କ୍ରିସ ଗେଲ ମଧ୍ୟ ହୋଇଗଲେ ଫେଲ !

youtube
0 83

ସପନା ଚୌଧୁରୀଙ୍କ ଯାଦୁ କ୍ରିକେଟରଙ୍କ ଉପରେ ମଧ୍ୟ ପଡିସାରିଲାଣି । ତାଙ୍କର ଗୋଟିଏ ଗୀତରେ ବିରାଟ କୋହଲି ଏଭଳି ନାଚିଲେ ଯେ କ୍ରିସ ଗେଲ ମଧ୍ୟ ଫେଲ ହୋଇଯାଇଛନ୍ତି ।
ଜାଣି ରଖନ୍ତୁ ବିରାଟ କୋହଲି ଧୁଆଁଧାର ବୋଲିଂ କରିବା ସହ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି । ତାଙ୍କର ଅନେକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି । କେବେ ନାଇଟ ଆଉଟରେ କ୍ରିକେଟରଙ୍କ ସହ ଡ୍ୟାନ୍ସ ତ କେବେ ଅନୁଷ୍କାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସନ୍ତି । ଯୁବରାଜ ସିଂଙ୍କ ବିବାହରେ ମଧ୍ୟ ସେ ଜବରଦସ୍ତ ଡ୍ୟାନ୍ସ କରିଥିଲେ ।

ନିଜ ବିବାହରେ ମଧ୍ୟ ବିରାଟ କୋହଲି ଖୁବ ନାଚିଥିଲେ । ବିବାହ ପରେ ହନିମୁନରେ ଅନୁଷ୍କାଙ୍କ ସହ ସାଉଥ ଆଫ୍ରିକାର ଗଳିରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏବେ ୟୁଟ୍ୟୁବରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କ୍ରିସ ଗେଲଙ୍କ ସହ ସପନା ଚୌଧୁରୀଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More