Only for Entertainment

ଜାହ୍ନବୀ ଏବଂ ଈଶାନଙ୍କ ଫିଲ୍ମ ଧଡକ କ୍ଲାଇମାକ୍ସ ଦେଖି ଫ୍ୟାନ୍ସଙ୍କର ଉଡିଲା ହୋଶ୍, ଦେଖନ୍ତୁ ଭିଡିଓ !

Koimoi
0 102

ଜାହ୍ନବୀ କପୂରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ’ସିନେମା ଘରେ ଧମାଲ ମଚାଇବାରେ ଲାଗିଛି । ଏହି ଫିଲ୍ମରେ ଜାହ୍ନବୀ ଈଶାନ ଖଟ୍ଟରଙ୍କ ବିପକ୍ଷରେ ଅଛନ୍ତି ଏବଂ ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶଶାଙ୍କ ଖେତନ । ଫିଲ୍ମ ସମସ୍ତ ସିନେମାଘରେ ରିଲିଜ ହେବା ୫ଦିନ ହୋଇ ଗଲାଣି ଏବଂ ୪ଦିନରେ ଏହି ଫିଲ୍ମ ୩୯.୧୯କୋଟି ବ୍ୟବସାୟ କରିସାରିଲାଣି । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି ଏବଂ ଦର୍ଶକ ଜାହ୍ନବୀ ଏବଂ ଈଶାନଙ୍କର ଖୁବ ପ୍ରଶଂସା କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଧଡକ ମରାଠୀ ଫିଲ୍ମ ‘ସୈରାଟ’ର ହିନ୍ଦୀ ରିମେକ ଅଟେ ଏବଂ ଯଦି ଆପଣ ସୈରାଟ ଦେଖିଛନ୍ତି ତେବେ ଧଡକର କ୍ଲାଇମାକ୍ସ ଦେଖି ଆପଣ ଚକିତ ହୋଇଯିବେ । ଆମେ ଆପଣଙ୍କ ପାଇଁ ଏଠାରେ ଏକ ଭିଡିଓ ଦେଖାଇବୁ ଯାହା ଦେଖି ଆପଣ ମଧ୍ୟ ଧଡକ ଦେଖିବା ଲାଗି ବେତାବ ହୋଇ ଉଠିବେ । ଦେଖନ୍ତୁ ଭିଡିଓ-

ଏଠାରେ ଆମେ କହି ରଖୁଛୁ ଯେ ଧଡକ ଧର୍ମା ପ୍ରଡକ୍ସନ ବ୍ୟାନରରେ ରିଲିଜ କରାଯାଇଛି । ଏହି ଫିଲ୍ମର ସୁଟିଂ ମୁମ୍ବାଇ ସହ କୋଲକତା ଏବଂ ଉଦୟପୁରରେ ହୋଇଛି । ଫିଲ୍ମରେ ଈଶାନଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଅଙ୍କିତ ବିଷ୍ଟ ଏବଂ ଶ୍ରୀଧର ବସ୍ତରଙ୍କୁ ମଧ୍ୟ ଲୋକ ଖୁବ ପସନ୍ଦ କରୁଛନ୍ତି । ଅନୁମାନ ଲଗାଯାଉଛି ଯେ ଏହି ଫିଲ୍ମ ୫୦କୋଟି ବ୍ୟବସାୟ କରିନେବ । ତେବେ କଥା ଆସୁଛି ଜାହ୍ନବର କପୂରଙ୍କର । ଖୁବ ଶୀଘ୍ର ବୋନି କପୂରଙ୍କ ବଡ ବଜେଟ ଫିଲ୍ମରେ ନଜର ଆସିବେ ଏବଂ ଏହି ଫିଲ୍ମ ଟ୍ରାଡିସନାଲ ଆଉଟଫିଟ ବଦଳରେ ଭିନ୍ନ ଅବତାରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More