Only for Entertainment

ଜଳଖିଆରେ ପ୍ରସ୍ତୁତ କରନ୍ତୁ ସହଜ ଓ ସୁଆଦିଆ ଚିଜ୍ ଗାର୍ଲିକ ଟୋଷ୍ଟ

swathis recipe
67

ଆବଶ୍ୟକୀୟ ସାମଗ୍ରୀ-
ବ୍ରେଡ
ବଟର
ଛୋଟ କଟା ରସୁଣ
ଗ୍ରେଟେଡ ଚିଜ୍
ଲୁଣ
ତୁଳସୀ ପତ୍ର କିମ୍ବା ଧନିଆ ପତ୍ର
ଅରିଗାନୋ ଓ ଚିଲ୍ଲି ଫ୍ଲେ୍କ୍ସ କିମ୍ବା ଗୋଲମରିଚ ଗୁଣ୍ଡ

ପ୍ରଥମେ ବଟର ଓ ଗାର୍ଲିକକୁ ଭଲ ଭାବରେ ମିଶାନ୍ତୁ । ଏବେ ୧୯୦ ଡିଗ୍ରୀରେ ଓଭନକୁ ଗରମ କରନ୍ତୁ । ଧ୍ୟାନ ରଖିବେ ବ୍ରେଡ ରଖିଲେ ତାପମାତ୍ରା କମ କରିବାକୁ ପଡ଼ିଥାଏ । ଏହାକୁ ଟୋଷ୍ଟର ବା ତାୱାରେ ମଧ୍ୟ କରିପାରିବେ । ଏବେ ବ୍ରେଡ ର ଗୋଟିଏ ପାଶ୍ୱର୍ରେ ରଖିଥିବା ରସୁଣ ମିଶା ବଟରକୁ ଲଗାନ୍ତୁ । ଏହାକୁ ଓଭନରେ ୧୨ ମିନିଟ ପାଇଁ ରଖନ୍ତୁ । ଏହାପରେ ବାହାର କରି ଚିଜ୍, ଫ୍ଲେକ୍ସ ଏବଂ ଅରିଗାନୋ ପକାନ୍ତୁ । ଆଉ ୩ ମିନିଟ ପାଇଁ ଗରମ କରନ୍ତୁ । ତାୱାରେ କରୁଥିଲେ ଲିଡ ଘୋଡ଼ାଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More