Only for Entertainment

୨ମାସ ପରେ ରିଲିଜ ହେବ ଫିଲ୍ମ ଛିଛୋରେ, ଭାଇରାଲ ହେଲା ଭିଡିଓ !

45

ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୂତ, ଶ୍ରଦ୍ଧା କପୂର ଏବଂ ବରୁଣ ଶର୍ମାଙ୍କ ଫିଲ୍ମ ‘ଛିଛୋରେ’୨ମାସ ପରେ ଅର୍ଥାତ ୩୦ଅଗ୍ମୃରେ ରିଲିଜ ହେବ । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଫିଲ୍ମ ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମ ବିଷୟରେ କହି ରଖୁଛୁ ଯେ ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

ଅସଲରେ ଭିଡିଓରେ ଫିଲ୍ମ ମେକିଂ ଏବଂ ରାପଅପ ପାର୍ଟିରେ ହୋଇଥିବା କିଛି ଝଲକ ଦେଖିବାକୁ ମିଳିଛି । ଛିଛୋରେ’ରେ ସୁଶାନ୍ତ ସିଂ ରାଜପୂତ ଏବଂ ଶ୍ରଦ୍ଧା କପୂର ଭିନ୍ନ ଲୁକରେ ନଜର ଆସିବେ । ଫିଲ୍ମରେ
ତାଙ୍କ ବ୍ୟତୀତ ପ୍ରତୀକ ବବର, ତାହିର ରାଜ ଭସିନ, ନଲନୀଶ ନୀଲ ଏବଂ ତୁଷାର ପାଣ୍ଡେ ନଜର ଆସିବେ । ଫିଲ୍ମ କମେଡି ଲାଗୁଛି ମାତ୍ର ଏବେ ପର୍ଯ୍ୟନ୍ତ ଏହାର ଟ୍ରେଲର ସାମ୍ନାକୁ ଆସିନାହିଁ । ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More