Only for Entertainment

ଦେଖନ୍ତୁ କିଭଳି ଦେଖା ଯାଉଛନ୍ତି ଫିଲ୍ମ ‘କୁଛ କୁଛ ହୋତା ହୈ’ର ଚାଇଲଡ ଆକ୍ଟର ।

bollywood tadka
36

ବଲିଉଡ ଫିଲ୍ମ କୁଛ କୁଛ ହୋତା ହୈକୁ ୨୦ ବର୍ଷ ପୂରି ଗଲାଣି । ଫିଲ୍ମର ପ୍ରତ୍ୟେକଟି ଚରିତ୍ରକୁ ଲୋକ ଆଜି ମଧ୍ୟ ମନେ ରଖିଛନ୍ତି । ଫିଲ୍ମରେ କୁନି ଶେଖଙ୍କ ଚରିତ୍ର ତ ସମସ୍ତେ ମନେ ରଖିଥିବେ । ସେହି କୁନି କଳାକାରଙ୍କ ନାମ ହେଉଛି ପରଜାନ ଦସ୍ତୁର । ସେ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଶାହାରୁଖଙ୍କ ସହିତ ନଜର ଆସିଛନ୍ତି ।ସେ କ୍ୟାପ୍ସନରେ ଲେଖିଛନ୍ତି ୨୦ ବର୍ଷ ପରେ ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ । ମୋ ସ୍ୱପ୍ନକୁ ସାକାର କରିଥିବାରୁ ଧନ୍ୟବାଦ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More