Only for Entertainment

ନିଆରା ଅନ୍ଦାଜରେ ଶିଶୁଟି ଚଲାଇଲା ଟାୟର, ଭାଇରାଲ ହେଲା ଭିଡିଓ !

khabarNDTV
0 41

ଫେସବୁକ , ଟ୍ୱିଟର ଏବଂ ହ୍ୱାଟସଅପରେ ଏକ ଭିଡିଓ ଦୃତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହି ଭିଡିଓକୁ ଶେୟାର କରିବାରେ ଲାଗିଛନ୍ତି । ଏହି ଭିଡିଓକୁ ଦେଖି ଅନେକ ଲୋକ ହସିହସି ଗଡି ପଡୁଛନ୍ତି । ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଖୁବ ଆକ୍ଟିଭ ରୁହନ୍ତି । ସେ ଯେଉଁ ଭିଡିଓ କିମ୍ବା ଫଟୋ ଶେୟାର କରନ୍ତି ତାହା ଲୋକ ଖୁବ ପସନ୍ଦ କରନ୍ତି । ଏହି ଭିଡିଓରେ ଏକ ପିଲା ପୁରୁଣା ଟାୟରରେ ଖେଳୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ଟ୍ୱିଟରରେ ୧୪ଜୁଲାଇରେ ଅପଲୋଡ କରିଥିଲେ । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୩ହଜାରରୁ ଅଧିକ ରି-ଟ୍ୱିଟ ମିଳି ସାରିଲାଣି ଏବଂ ଏହା ସହ ୧୩ହଜାର ଲାଇକ୍ସ ମଧ୍ୟ ମିଳି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More