Only for Entertainment

ବ୍ୟକ୍ତି ଜଣକ କାର ଭିତରୁ ଫୋପାଡିଲେ ଅଳିଆ, ମହିଳା ଜଣକ ଏଭଳି ଚଖାଇଲେ ମଜା , ଦେଖନ୍ତୁ ଭିଡିଓ ।

khabarNDTV
0 50

ଚାଇନାରେ ଘଟିଛି କିଛି ଏଭଳି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇବ । ଯେଉଁମାନଙ୍କର ଅଳିଆ ରାସ୍ତାରେ ପକାଇବାରଅଭ୍ୟାସ ଅଛି , ସେମାନେ ଏହି ଭିଡିଓ ଦେଖିବା ନିହାତି ଆବଶ୍ୟକ । ଯେଉଁଠାରେ ମହିଳା ଜଣକ ବାହାରେ ଅଳିଆ ଫୋପାଡିବାର ଏକ ଭୟାନକ ଦଣ୍ଡ ଦେଇଛନ୍ତି । ଚୀନର ବେଜିଂରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଜଣେ ମହିଳା ଏକ କାର ଭିତରକୁ ଅଳିଆ ଫୋପାଡିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କାର ଟ୍ରାଫିକ ସିଗନାଲରେ ଛିଡା ହୋଇଛି । ହଠାତ କାରରେ ବସିଥିବା ବ୍ୟକ୍ତି ଅଳିଆକୁ ବାହାରୁ ଫୋପାଡୁଛି । ଏହାପରେ ଗୋଟେ ବାଇକ ଅଟକୁଛି । ମହିଳା ଜଣକ ସେହି ଅଳିଆକୁ ଉଠାଇ କାର ଭିତରକୁ ଫୋପାଡିଛନ୍ତି । ଏହାପରେ ବ୍ୟକ୍ତି ଜଣକ ବାହାରକୁ ବାହାରି ରାଗରେ ଚିଲାଇବାକୁ ଲାଗିଲେ । ଭିଡିଓ ମୁତାବକ ଏହି ଘଟଣା ୧୭ସେପ୍ଟେମ୍ବରର ଅଟେ ।
ଏହି ଭିଡିଓ ଖୁବ ପସନ୍ଦ କରୁଛନ୍ତି ଏବଂ ଲୋକମାନେ ଏହି ମହିଳା ଜଣକର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More