Only for Entertainment

ଚକଲେଟି ଓଟସମିଲ ପ୍ରସ୍ତୁତ ପ୍ରଣାଳୀ

Life Made Delicious
0 50

ସାମଗ୍ରୀ-

କ୍ଷୀର- ୩୦୦ଗ୍ରାମ
ଓଟସ- ୬୦ ଗ୍ରାମ
କେକୋ ପାଉଡର- ୩ ଚାମଚ
ଚିନି- ୩ ଚାମଚ
ଡ୍ରାଏ ଫ୍ରୁଟସ

ପ୍ରଣାଳୀ-
ଏକ ପ୍ୟାନରେ ୨୫୦ ମିଲି କ୍ଷୀର ଗରମ କରନ୍ତୁ । କ୍ଷୀର ଗରମ ହେବା ପରେ ଓଟସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ଏକ ପାତ୍ରରେ ୫୦ ମିଲି କ୍ଷୀର ନେଇ ସେଥିରେ ୨ ଚାମଚ କେକୋ ପାଉଡର ପକାଇ ଭଲଭାବେ ମିଶାନ୍ତୁ । ଏହାପରେ ଏହି ମିଶ୍ରମକୁ ଓଟସରେ ପକାଇ ଭଲଭାବେ ଘାଣ୍ଟନ୍ତୁ । ବର୍ତ୍ତମାନ ଓଟସରେ ୨ ଚାମଚ ଚିନି ପକାନ୍ତୁ ଏବଂ ଏହା ଗାଢ ହେବା ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ । ଆପଣଙ୍କର ଚକଲେଟି ଓଟସମିଲ ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହାକୁ ଏକ ପାତ୍ରରେ ବାହାର କରି କୋକା ପାଉଡର, ବାଦାମ, ପିସ୍ତା ଏବଂ ଏବଂ କାଜୁ ପକାଇ ଗାର୍ନିଶ କରି ସର୍ଭ କରନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More