Only for Entertainment

ଆଭେଞ୍ଜର୍ସ ରେ କ୍ୟାପଟେନ ଆମେରିକାଙ୍କର ହୋଇପାରେ ମୃତ୍ୟୁ, ଏପରି ହୋଇଛି ଖୁଲାସା !

NDTV
0 57

ମାର୍ବଲ ସିନେମେଟିକ ୟୁନିଭର୍ସରେ କ୍ୟାପଟେନ ଆମେରିକାଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା କ୍ରିସ ଇବାଂସ ନିଜର ସୁପରହିରୋ ଅନ୍ଦାଜରୁ ବିଦାୟ ନେବା ପ୍ରସ୍ତୁତ ହୋଇଗଲେଣି । ୱେବସାଇଟ ଭେରାଇଟି ଡଟ କମ ମୁତାବିକ, ନ୍ୟୁୟର୍କ ଟାଇମର ଏକ ରିପୋର୍ଟ ମୁତାବିକ, ଇବାଂସ କହିଛନ୍ତି ତାଙ୍କ ଏହି ‘ଆଭେଞ୍ଜର୍ସ ୪’ରେ ଆସିବା ପାଇଁ କୌଣସି ଯୋଜନା କରି ନାହାନ୍ତି ।

ଇବାଂସ କହିଛନ୍ତି କେହି ଧକ୍କ। ଦେବା ପୂର୍ବରୁ ସେ ଏଥିରୁ ବାହାରି ଯିବା ଠିକ । ସେ ବର୍ଷ ଶେଷରେ ସୁଟିଂକୁ ଫେରିବେ, ମାତ୍ର ସେ ତାଙ୍କର ସମସ୍ତ କାର୍ଯ୍ୟ ପୂରଣ କଲା ପରେ ହିଁ ଠିକ ଭାବେ ନିଶ୍ୱାସ ନେଇଥାଆନ୍ତି ।

ଇବାଂସ ୨୦୧୧ରେ ପରେ କ୍ୟାପଟେନ ଆମେରିକା ଭୂମିକାରେ ଅଭିନୟ କରୁଥିଲେ । ସେ ସମୟରେ କ୍ୟାପଟେନ ଆମେରିକା: ଦ ଫଷ୍ଟ ଆଭେଞ୍ଜର ରିଲିଜ ହୋଇଥିଲା । ଆଭେଞ୍ଜର୍ସ : ଉନ୍ଫିନିଟି ୱାର ୨୭ ଅପ୍ରେଲରେ ରିଲିଜ ହେବ । ଅନେକ ଲୋକ ଅନୁମାନ କରୁଚନ୍ତି ଯେ ଏହି ଫିଲ୍ମରେ କ୍ୟାପଟେନ ଆମେରିକାଙ୍କ ମୃତ୍ୟୁ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More