Only for Entertainment

ଦୁନିଆର ସବୁଠାରୁ ପ୍ରସିଦ୍ଧ ମେଣ୍ଢାର ମୃତ୍ୟୁ, ଗିନିଜ ବୁକରେ ନାମ ସ୍ଥାନ ପାଇଥିଲା

punjabkesari
19

ଗିନିଜ ବୁକରେ ନାମ ସ୍ଥାନ ପାଇବା ପାଇଁ ଲୋକ ବିଭିନ୍ନ ପ୍ରକାରର ପ୍ରୟାସ କରୁଛନ୍ତି । କିନ୍ତୁ ଏହି ବୁକରେ ମଣିଷ ମାନଙ୍କ ଦ୍ୱାରା ହୋଇଥିବା ରେକର୍ଡ଼ ବ୍ୟତୀତ ପଶୁ ମାନଙ୍କ ରେକର୍ଡ଼ ମଧ୍ୟ ସ୍ଥାନ ପାଏ । ଆମେ ଆଲୋଚନା କରୁଛୁ ୪୧ କିଲୋଗ୍ରାମ ଲୋମ ମେଣ୍ଢା କ୍ରେସ ବିଷୟରେ ଯାହାର ନାମ ଗିନିଜ ବୁକରେ ସ୍ଥାନ ପାଇଥିଲା । କ୍ରେସର ମୃତ୍ୟୁର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । କ୍ରେସ ୨୦୧୫ରେ ସବୁଠାରୁ ଅଧିକ ଲୋମ ଦେଇ ରେକର୍ଡ଼ କରିଥିଲା ।

ଏପର୍ଯ୍ୟନ୍ତ କ୍ରେସ ଦ୍ୱାରା ହୋଇଥିବା ରେକର୍ଡ଼କୁ କେହି ମଧ୍ୟ ଭାଙ୍ଗି ପାରି ନାହାଁନ୍ତି । ଦୁଃଖର କଥା କି ଅଷ୍ଟ୍ରେଲିଆର ଏହି ୪୧ କିଲୋ ଲୋମ ଦେଇଥିବା କ୍ରେସର ମୃତ୍ୟୁ ହୋଇ ଯାଇଛି । ବାସ୍ତବରେ ଅତ୍ୟଧିକ ଲୋମ ହେବା ଦ୍ୱାରା କ୍ରେସର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା, ଯାହା ପରେ ତା’ କେଶ କଟା ଯାଇଥିଲା । ଯାହାପରେ ସେ ବିଶ୍ୱ ରେକର୍ଡ଼ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More