Only for Entertainment

ଦାନ୍ତବିନ୍ଧାରୁ ମୁକ୍ତି ଦିଏ ଲବଙ୍ଗ ।

63

ଲବଙ୍ଗ ଆଣ୍ଟିସେପ୍ଟିକ୍, ଆଣ୍ଟି ଫଙ୍ଗାଲ୍, ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ କରେ। ଲବଙ୍ଗକୁ ଦାନ୍ତ ବିନ୍ଧା, ପେଟ ଫୁଲିବା, କାଶ, ବ୍ରୋଙ୍କାଇଟିସ୍, ଓଜନ କମାଇବା ଓ ହଜମ କ୍ରିୟାକୁ ତୀବ୍ର କରିବା ପାଇଁ ବ୍ୟବହାର କରିହେବ।

 

ଲବଙ୍ଗକୁ ଚୋବାଇଲେ ଅଧିକ ଲାଳ ବାହାରିଥାଏ, ଯାହାକି ହଜମ ପ୍ରକ୍ରିୟାକୁ ତ୍ୱରାନୀତ କରେ।

 

ଯକୃତ ରୋଗରୁ ଉପଶମ ପାଇଁ ଲବଙ୍ଗ ବେଶ୍ ଉପକାରୀ।

 

ଲବଙ୍ଗ ତେଲ ଲଗାଇବା ଦ୍ୱାରା ଦାନ୍ତବିନ୍ଧା ଦୂର ହୋଇଥାଏ ।

ଏହା ଶର୍କରାକୁ ନିୟନ୍ତ୍ରଣ କରିଥାଏ, ତେଣୁ ମଧୁମେହ ପାଇଁ ମଧ୍ୟ ଖୁବ୍ ଉପକାରୀ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More