Only for Entertainment

ପାଗଳଖାନାରେ ଥିଲେ ଏହି କମେଡ଼ିୟାନ,କହିଲେ ବାହାରକୁ ଯିବା ପାଇଁ ରାସ୍ତା ନଥିଲା ।

the indian express
0 51

କମେଡ଼ିୟାନ ସିଦ୍ଧାର୍ଥ ସାଗରଙ୍କ ହଜିଯିବା ଘଟଣା ଅଧିକ ଗଭୀର ହେବାରେ ଲାଗିଛି । ଏକ ଭିଡିଓ ପୋଷ୍ଟ କରି ସିଦ୍ଧାର୍ଥ କହିଛନ୍ତିଯେ ସେ ସୁରକ୍ଷିତ ଅଛନ୍ତି । କିନ୍ତୁ ଗତ ୪ ମାସ ଧରି ସେ କେଉଁଠାରେ ଥିଲେ ଏପର୍ଯ୍ୟନ୍ତ ତାହା ବିଷୟରେ କୌଣସି ସୂଚନା ମିଳିନାହିଁ । ତେବେ ଏକ ଇଂଟରଭ୍ୟୁରେ ସେ କହିଛନ୍ତିଯେ ସେ ପାଗଳ ଖାନାରେ ଥିଲେ ।

ସେ କହିଛନ୍ତିଯେ ସେ ପାଗଳ ଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ କହିବା ଅନୁସାରେ ତାଙ୍କ ପରିବାର ଧନ ସମ୍ପତ୍ତି ମାମଲାରେ ଫସିଛି । ପାଗଳଖାନାରେ ରୋଗୀଙ୍କୁ ସକ ଟ୍ରିଟମେଂଟ ଦିଆଯାଏ । ତେଣୁ ସେ ଡିପ୍ରେସନରେ ଯାଇଥିଲେ । କେହି ମଧ୍ୟ ତାଙ୍କ ରହିବାର ସ୍ଥାନ ବିଷୟରେ ଜାଣି ନାହାଁନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ ସେ ଯେଉଁ ସ୍ଥାନରେ ଏବେ ଅଛନ୍ତି ସେମାନେ ତାଙ୍କୁ ଏହି ଅସୁବିଧାରୁ ବାହାରିବାରେ ସାହାର୍ଯ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More