Only for Entertainment

କୋହୀନୁର ଆଣିବା ପାଇଁ ବ୍ରିଟେନର ମହାରାଣୀଙ୍କ ପାଖରେ ପହଂଚିଲେ ଜାକିର ଖାନ !

40

ଯଦି ଇଂଟରନେଟ ଦୁନିଆରେ ଅଛନ୍ତି ଏବଂ ଜାକିର ଖାନଙ୍କୁ ଜାଣି ନାହାନ୍ତି ତେବେ ଇଂଟରନେଟ ଏବଂ ଫୋନ ରଖି କିଛି ଲାଭ ନାହିଁ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଷ୍ଟାଂଡଅପ କମେଡିଆନ । ସେ ନିଜ ସୋସିଆଲ ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି , ଯାହା ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଦେଖି ଲାଗୁଛି ଯେପରି ସେ ନିଜ ମହଲାର ସମସ୍ତ କଥା ମୋବାଇଲ ସ୍କ୍ରିନରେ ଆସି ଶୁଣାଇ ଦେଉଛନ୍ତି । ଗଳି ମହଲାର ଦାଦା କଳାଧନ ଫେରିଲା ପରେ ଯେଉଁ କଳାଧାନ ବିଷୟରେ କୁହନ୍ତି ସେ ହେଉଛି କୋହିନୁର ହୀରା । ଯାହା ବ୍ରିଟେନର ରାଣୀଙ୍କ ପାଖରୁ ଆଣିବା ପାଇଁ ଜାକିର ମିଆଁ ପହଂଚିଥିଲେ ବ୍ରିଟେନରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More