Only for Entertainment

ପାଗଲପନ୍ତି’ର ମଜାଦାର ଟ୍ରେଲର ରିଲିଜ, ଏହିସବୁ କଳାକାର ଆସିଲେ ନଜର !

25

କମେଡି ଡ୍ରାମା ଫିଲ୍ମ ‘ପାଗଲପନ୍ତି’ର ଦମଦାର ଟ୍ରେଲର ରିଲିଜ ହୋଇଛି । ଏଥିରେ ଜନ ଅବ୍ରାହାମ, ଅନୀଲ କପୂର, ଇଲିୟାନା ଡିକ୍ରୁଜ, କୃତି ଖରବନ୍ଦା, ଅରଶଦ ବାରସୀ, ଉର୍ବଶୀ ରୌଟେଲା, ପୁଲକିତ ସମ୍ରାଟ ଏବଂ ସୌରଭ ଶୁକ୍ଳା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଅନୀଷ ବଜ୍ମି ତୁଲାଇଛନ୍ତି । ଟ୍ରେଲର ରିଲିଜ କରିବା ପୂର୍ବରୁ ନିର୍ମାତା ଏହାର ପୋଷ୍ଟର ଜାରି କରିଥିଲେ । ଏହାପରେ ଟ୍ରେଲର ୟୁଟ୍ୟୁବରେ ପୋଷ୍ଟ କରାଯାଇଛି । ପାଗଳପନ୍ତି ଟ୍ରେଲର ରିଲିଜ ହେବା ସହ ଏହା ଟ୍ରେଣ୍ଡ ହେଉଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଟ୍ରେଳର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More