Only for Entertainment

ଏକା ସାଙ୍ଗରେ ଗୋଟିଏ ପରଦାରେ ପୁଣିଥରେ ନଜର ଆସିବେ ସଲମାନ-ଶାହାରୁଖ

hindirush
40

ଆଜି ସଲମାନଙ୍କ ଦବଙ୍ଗ ଥ୍ରି ରିଲିଜ ହୋଇଛି ଏବଂ ଫିଲ୍ମରେ ଦମଦାର କାହାଣୀର ଅଭାବରୁ ଦବଙ୍ଗ ଥ୍ରି ଚର୍ଚ୍ଚାରେ ରହିଅଛି । ଏହି ମଧ୍ୟରେ ଶାହାରୁଖ ଖାନ ପରିବାର ସହିତ ଛୁଟି ବିତାଉଛନ୍ତି । କିନ୍ତୁ ପ୍ରଶଂସକ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତିଯେ ଦୁଇ ଖାନ ଅର୍ଥାତ ସଲମାନ ଓ ଶାହାରୁଖ କେବେ ଏକା ସାଙ୍ଗରେ ଗୋଟିଏ ପରଦାରେ ନଜର ଆସିବେ ।

 

ପ୍ରଯୋଜକ ନିଖିଲ ଦ୍ୱିବେଦୀ ମୁମ୍ବାଇ ମିରରକୁ ଦେଇଥିବା ଇଂଟରଭ୍ୟୁରେ କହିଛନ୍ତିଯେ ସଲମାନ ଓ ଶାହାରୁଖ ଖାନ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ଏକା ସାଙ୍ଗରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More