Only for Entertainment

ସ୍କୁଟିରେ ନଜର ଆସିଲେ ବରୁଣ ଏବଂ ଡେବିଡ ଧୱନ, ଭିଡିଓ ହେଉଛି ଭାଇରାଲ !

32

ବରୁଣ ଧୱନଙ୍କ କୁଲି ନମ୍ବର୧ ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇସାରିଛି ଏବଂ ସୁଟିଂ ହେବା ଦିନ ଠାରୁ ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କିନ୍ତୁ ଆଜି କୁଲି ନମ୍ବର୧ ସେଟରୁ ଏକ କ୍ୟୁଟ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବରୁଣ ନିଜ ବାପାଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

Good morning ☕️ #coolieno1 (On film set)

A post shared by Varun Dhawan (@varundvn) on

ବରୁଣ ଧୱନ ଏବଂ ତାଙ୍କ ବାପା ଡେଭିଡ ଧୱନ ସେଟରେ ସ୍କୁଟି ଚଲାଉଥିବାର ନଜର ଆସିଛନ୍ତି । ବରୁଣ ଏବଂ ଡେଭିଡ ଦୂହେଁ ମସ୍ତି କରୁଥିବା ମୁଡରେ ନଜର ଆସିଛନ୍ତି । ଏହି ସିନ କୌଣସି ଫିଲ୍ମ ସିନ ଠାରୁ କିଛି କମ୍ ଲାଗୁନାହିଁ । ବରୁଣ ଧୱନ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ବାପାଙ୍କୁ ଗୁଡ ମର୍ଣ୍ଣିଂ କହି ଶେୟାର କରିଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ବରୁଣଙ୍କ ବିପକ୍ଷରେ ନଜର ଆସିବେ ସାରା ଅଲୀ ଖାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More