Only for Entertainment

ଏହିଭଳି ପ୍ରସ୍ତୁତ କରନ୍ତୁ କ୍ରିସ୍ପି କର୍ଣ୍ଣ ଓ ଜଲାପେନୋ ସ୍ନାକ୍ସ ।

ndtv
27

ଏକ ବୋଲରେ ସ୍ୱିଟ କର୍ଣ୍ଣ,କର୍ଣ୍ଣଫ୍ଲୋର,ଅଣ୍ଡା,ଗ୍ରେଟେଡ ଚିଜ,କଂଚା ଲଙ୍କା,ଧନିଆପତ୍ର,ପିଆଜ ଶଣ୍ଢା,ସାମାନ୍ୟ ଲଙ୍କା ଗୁଣ୍ଡ,ଧନିଆ ପତ୍ର,ଲୁଣ ଓ ଲେମ୍ବୁ ରସ ନିଅନ୍ତୁ ।

ପ୍ୟାନ ଗରମ କରି ତେଲ ପକାନ୍ତୁ ଏବଂ ଗରମ ହେବା ପରେ ତାହାକୁ ଇଛା ମୁତାବକ ଆକାର ଦେଇ ଛାଣନ୍ତୁ ।ଗୋଲଡେନ ବ୍ରାଉନ ରଙ୍ଗ ହେବା ପରେ ବାହାର କରି ପସନ୍ଦର ସସ ସହିତ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More