Only for Entertainment

ବ୍ରେକଫାଷ୍ଟରେ ପ୍ରସ୍ତୁତ କରନ୍ତୁ ଦହି ସ୍ୟାଣ୍ଡଉଇଚ

whatscookingmom
0 54

ସାମଗ୍ରୀ-

ବସା ଦହି- ୨୧୦ ଗ୍ରାମ
ଗାଜର- ୪୫ ଗ୍ରାମ
କୋବି- ୩୦ ଗ୍ରାମ
ଶିମଲା ଲଙ୍କା- ୪୦ ଗ୍ରାମ
ସ୍ୱିଟ କର୍ନ- ୪୦ ଗ୍ରାମ
ଅଦା- ଅଧା ଚାମଚ
ଗୋଲମରିଚ ଗୁଣ୍ଡ- ଅଧ ଚାମଚ
ଲୁଣ- ୧ ଚାମଚ
ବ୍ରେଡ ସ୍ଲାଇସ
ଲହୁଣୀ

ପ୍ରଣାଳୀ-
ବାଉଲରେ ବ୍ରେଡ ସ୍ଲାଇସକୁ ଛାଡି ସମସ୍ତ ସାମଗରୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ବ୍ରେଡ ସ୍ଲାଇସର ଚାରି ପାଖକୁ କାଟି ଦିଅନ୍ତୁ । ଏହାପରେ ମିଶ୍ରଣକୁ ବ୍ରେଡ ଉପରେ ରଖି ଆଉ ଏକ ବ୍ରେଡକୁ ତାହା ଉପରେ କଭର କରନ୍ତୁ । ବର୍ତ୍ତମାନ ଏକ ଗ୍ରିଲ ପ୍ୟାନ ନିଅନ୍ତୁ । ବ୍ରେଜର ଦୁଇ ପାଶ୍ୱର୍ରେ ଲହୁଣୀ ଲଗାଇ ୨-୩ ମିନିଟ ଶେକନ୍ତୁ । ଏହାପରେ ବ୍ରେଡକୁ ପ୍ୟାନରୁ କାଢି ଏହାକୁ ଅଧାରୁ କାଟି ଦିଅନ୍ତୁ । ଆପଣଙ୍କ ସ୍ୟାଣ୍ଡଉଇଚି ପ୍ରସ୍ତୁତ ହୋଇଗଲା ବର୍ତ୍ତମାନ ଏହାକୁ କେଚପ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More