Only for Entertainment

ସଲମାନଙ୍କ ଏହି କୁନି ପ୍ରଶଂସିକାଙ୍କ ଭିଡିଓ ହେଉଛି ଭାଇରାଲ

Catch News
0 66

କୃଷ୍ଣସାର ମୃଗ ଶିକାର ମାମଲରେ ସଲମାନଙ୍କୁ ଜେଲଦଣ୍ଡ ହେବାପରେ ତାଙ୍କର ଫ୍ୟାନ ଙ୍କ ମନରେ ବିଷାଦ ଖେଳିଯାଇଥିଲା । କିନ୍ତୁ ଗତକାଲି ସଲମାନଙ୍କୁ ଜାମିନ ମିଳିବା ପରେ ସମସ୍ତେ ବାଣ ଫୁଟାଇ ଖୁସି ମନାଇଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଥିବା ଛୋଟ ଝିଅ ଆନିୟା ସଲମାନଙ୍କ ପ୍ରଶଂସିକା ବୋଲି ଜଣାପଡିଛି । ସଲମାନଙ୍କୁ ଜେଲ ହେବା ପରେ ସେ କାନ୍ଦି କାନ୍ଦି ଅଚେତ ହୋଇଯାଇଛନ୍ତି । ଏହା ଛଡା ସଲମାନ ଜେଲରେ ଥିବା ସମୟରେ ୩ ଦିନ ଧରି ସେ କିଛି ଖାଇନଥିବା ମଧ୍ୟ ଜଣାପଡିଛି ।

ଆନିୟାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ସେ କ’ଣ କହୁଛନ୍ତି…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More