Only for Entertainment

ଛୋଟବେଳରୁ ହିଁ ସୋନମ ଦେଖିବାକୁ କ୍ୟୁଟ । ବିଶ୍ୱାସ ହେଉନାହିଁ ଦେଖନ୍ତୁ ଫଟୋ ।

bollywood tadka
0 40

ଆଜି ସୋନମଙ୍କର ୩୩ ତମ ଜନ୍ମଦିନ । ସେ ୯ ଜୁନ ୧୯୮୫ରେ ଜନ୍ମ ହୋଇଥିଲେ । ସେ ଫିଲ୍ମ ସାୱରିଆଁରୁ କ୍ୟାରିଅର ଆରମ୍ଭ କରିଥିଲେ । ରଣବୀର କପୁର ତାଙ୍କ ସହିତ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଆଜି ତାଙ୍କ ଜନ୍ମଦିନରେ ଆମେ ଆପଣଙ୍କୁ ସୋନମଙ୍କର ପିଲାଦିନର ଫଟୋ ଦେଖାଇବୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More