Only for Entertainment

ଏହି ପୋଲିସ ଅଫିସର କରିବେ ଦବଙ୍ଗ ଥ୍ରି’ର ପ୍ରମୋଶନ

hindirush
49

ହେବାକୁ ଯାଉଛି । ଖବର ଅନୁସାରେ ଏହି ଫିଲ୍ମ ୨୦ ଡିସେମ୍ବରକୁ ସିନେମାଘରେ ରିଲିଜ ହେବ । ସଲମାନ ମଙ୍ଗଳବାରକୁ ଏକ ଭିଡିଓ ଶେୟାର କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ଭିଡ଼ିଓ ଶେୟାର କରି ସଲମାନ କହିଛନ୍ତି ଫିଲ୍ମର ପ୍ରମୋଶନ ସଲମାନ ନୁହଁନ୍ତି ବରଂ ଚୁଲବୁଲ ପାଣ୍ଡେ କରୁଛନ୍ତି । କହିରଖୁଛୁ ସଲମାନ ହିଁ ଫିଲ୍ମରେ ଚୁଲବୁଲ ପାଣ୍ଡେ ଚରିତ୍ରରେ ନଜର ଆସିବେ ।

 

ସଲମାନ ତାଙ୍କ ସୋସିଆଲ ମିଡିଆ ଆକଉଂଟ ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି ପିକଚର ଆମର, ପୋଷ୍ଟର ଆମର ତେଣୁ ପ୍ରମୋଶନ ମଧ୍ୟ ଆମେ କରିବୁ । ଆଜିଠାରୁ ଆରମ୍ଭ କରି ୨୦ ଡିସେମ୍ବର ପର୍ଯ୍ୟନ୍ତ ଆମର ସ୍ୱାଗତ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More