Only for Entertainment

ପ୍ରଭାସଙ୍କ ସାହୋରେ ହେଲା ଏହି ହଟ ଅଭିନେତ୍ରୀଙ୍କ ପ୍ରବେଶ ।

bollywood tadka
64

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ସାହୋ ଏବେ ଖୁବ ଚର୍ଚ୍ଚାରେ । ଫିଲ୍ମକୁ ନେଇ ଜଡ଼ିତ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିଛି । ଏବେ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାସ୍ତବରେ ଫିଲ୍ମରେ ପ୍ରବେଶ କରୁଛନ୍ତି ଜଣେ ହଟ ଅଭିନେତ୍ରୀ । ଖବର ମୁତାବକ ଦାମିନୀ ଚୋପ୍ରା ନାମକ ଅଭିନେତ୍ରୀ ଏହି ଫିଲ୍ମରେ ବଲିଉଡରେ ପ୍ରବେଶ କରିବେ ।

ଦାମିନୀ ଜଣେ କ୍ଲାସିକଲ ଡ୍ୟାନ୍ସର । ଯିଏ ଏହି ଫିଲ୍ମରେ ଏକ ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ । ତେବେ ବାହୁବଳୀ ଷ୍ଟାରଙ୍କ ସହିତ ଡେବ୍ୟୁ ଫିଲ୍ମରେ ସ୍କ୍ରିନ ଶେୟାର କରିବା ଏକ ବଡ଼ କଥା କହିଛନ୍ତି ଦାମିନୀ ।

ଖାସକଥା ହେଉଛି ଦାମିନୀ ଏତେ ହଡ଼ବଡ଼ ହୋଇଯାଉଥିଲେଯେ ପ୍ରଭାସ କହିଲେ ତୁମ ହଡ଼ବଡ଼ରେ ମୁଁ ମଧ୍ୟ ସେହିଭଳି ହୋଇଯାଉଛି । ତେଣୁ ଏହାପରେ ଦାମିନୀ ସ୍ଥିର ଅବସ୍ଥାକୁ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More