Only for Entertainment

୭ ବର୍ଷର ଅଲୋକ ସମସ୍ତଙ୍କୁ ପଛରେ ପକାଇ ଜିତିଲେ ‘ଡ୍ୟାନ୍ସ ଦିୱାନେ’ର ଟାଇଟଲ, ଟ୍ରଫି ସହିତ ମିଳିଲା ୧୦ ଲକ୍ଷ ଟଙ୍କା ।

aaj tak
0 65

କଲର୍ସ ଚ୍ୟାନେଲରେ ପପୁଲାର ରିୟଲିଟି ଶୋ’ ଡ୍ୟଆନ୍ସ ଦିୱାନେର ଫାଇନାଲ ହୋଇଯାଇଛି । ଏହି ଶୋରେ ଦର୍ଶକଙ୍କୁ ଅଲଗା ଅଲଗା ଜେନେରେସନର ପ୍ରତିଭା ଦେଖିବାକୁ ମିଳିଛି । ଶୋ’ରେ ପ୍ରଥମ ଜେନେରେସନ ବିଜେତା ବନିଛନ୍ତି ୭ ବର୍ଷର ଆଲୋକ ଶାହ । ଟ୍ରଫି ସହିତ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଦିଆଯାଇଛି ।

ଆଲୋକ ପ୍ରଥମରୁ ନିଜର ଟ୍ୟାଲେଣ୍ଟ ବଳରେ ସମସ୍ତଙ୍କୁ ନିଜର ଦିୱାନା ବନାଇଥିଲେ । ପ୍ରଥମ ଜେନେରେସନରେ ଆଲୋକ ବିଜେତା ହୋଇଥିବା ବେଳେ ଦ୍ୱିତୀୟ ଜେନେରେସନର ବଜେତା ହୋଇଛନ୍ତି କିଶନ ବିଲାଗଲି । ସେହିପରି ତୃତୀୟ ଜେନେରେସନର ବିଜେତା ହୋଇଛନ୍ତି ଦିନାନାଥ ।


କଲର୍ସର ଏହି ପପୁଲାର ଡ୍ୟାନ୍ସ ଶୋ’ ରେ ମାଧୁରୀ ଦୀକ୍ଷିତ, ଶଶାଙ୍କ ଖେତାନ ଏବଂ ମାଷ୍ଟର ତୁଷାରଙ୍କୁ ଜଜ ଭାବେ ଦେଖିବାକୁ ମିଳିଥିଲା । ଶୋକୁ ହୋଷ୍ଟ କରୁଥିଲେ ଲୋକପ୍ରିୟ ଟିଭି ତାରକା ଅର୍ଜୁନ ବିଜଲାନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More