Only for Entertainment

ବଧୂବେଶରେ କନ୍ୟା କଲେ ସ୍ୱାଗ, ଜିତିଲେ ଲକ୍ଷ ଲକ୍ଷ ଲୋକଙ୍କ ମନ

Punjabkeshari
0 79

ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ ତାହାର ବିବାହକୁ ସ୍ପେଶାଲ କରିବା ପାଇଁ । ଏପରି ଜଣେ କନ୍ୟାର ଡ୍ୟାନ୍ସ ତାହାର ବିବାହକୁ ଆହୁରି ସ୍ମରଣୀୟ କରାଇଦେଇଛି । ଲେହଙ୍ଗା ଏବଂ ଶୃଙ୍ଗାର ସହିତ ବଧୂ ବେଶରେ ପଂଜାବୀ ଗୀତରେ ଏପରି ସ୍ୱାଗ କରୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନବବଧୂ ବେଶରେ ଏହି ମହିଳାଙ୍କ ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିତି ନେଇଛି ।

Wow kinna wadia dance kita kudi ne apne vyah te??Hai koi jo eda wadia dance kregi apne vyah te… kro TAG ??#facestoriesbyleenabhushan #bride

Posted by Punjabi Couple's on 10 ಮಾರ್ಚ್ 2018

ଭାଇରାଲ ହେଉଥିବା ଏହି ଭିଡିଓରେ ଶାକ୍ଷୀ ନନ୍ଦା ନାମକ ଜଣେ ମହିଳା ବଧୂବେଶରେ ପଞ୍ଜାବୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଭିଡିଓରେ ଏହି ଝିଅଙ୍କ ସହିତ ତାଙ୍କର ଏକ ବନ୍ଧୁ ମଧ୍ୟ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି । ଶାକ୍ଷୀ ଇଂଷ୍ଟାଗ୍ରାମରେ ୩ଟି ଭିଡିଓ ଶେୟାର କରିଥିଲେ ଯହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

We ABSOLUTELY adore this bride who’s dancing like a total badass on Gangland ❤️❤️❤️ Courtesy – @facestoriesbyleenabhushan #weddingfables #weddings #indianweddings #indianbride #asianbride #asianwedding #bridetobe #bridal #bridaldiaries #weddinginspo #weddingideas #shaadi #dulhania #weddingwear #bridalwear #indianjewellery #bridaljewellery #designer #designerwear

Posted by Wedding Fables on 13 ಮಾರ್ಚ್ 2018

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More