Only for Entertainment

ପଦ୍ମାବତ ‘ଖଲିବଲି’ଗୀତରେ ଜଲୱା ଦେଖାଇଲେ ସ୍ପାଇଡରମ୍ୟାନ ଓ ଡେଡପୁଲ ! ଭିଡିଓ ହେଲା ଭାଇରାଲ ।

MovieWeb
0 59

ରଣବୀର ସିଂ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘ପଦ୍ମାବତ’୨୦୧୮ର ବଡ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ । ରଣବୀର ସିଂ ପଦ୍ମାବତ ଫିଲ୍ମ ଖଲିବଲି ଗୀତରେ ଧୁଆଁଧାର ଡ୍ୟାନ୍ସ କରିଥିଲେ ଏବଂ ଏହି ଗୀତ ସୁପରହିଟ ମଧ୍ୟ ହୋଇଥିଲା ।

ସବୁଠାରୁ ମଜାଦାର କଥା ହେଉଛି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଡେଡପୁଲ ଏବଂ ସ୍ପାଇଡରମ୍ୟାନ ରଣବୀରଙ୍କ ଏହି ଗୀତରେ ଡ୍ୟାନ୍ସର ଜଲୱା ଦେଖାଇଛନ୍ତି । ଦେଖନ୍ତୁ ଏହି ମଜାଦାର ଭିଡିଓ –

ଅସଲ କଥା ହେଉଛି ଡେଡପୁଲ ଏବଂ ସ୍ପାଇଡରମ୍ୟାନ ଡ୍ୟାନ୍ସ କରୁଥିଲେ ଏବଂ ଏହି ଗୀତକୁ ସେହି ଡ୍ୟାନ୍ସ ମୁଭ ରେ ଯୋଡାଯାଇଛି । ଦୁହିଁଙ୍କ ଡ୍ୟାନ୍ସ ଦେଖିଲେ ଆପଣଙ୍କୁ ଖୁବ ହସ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More