Only for Entertainment

ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ନାହିଁ କାର୍ତ୍ତିକ ଏବଂ ଦୀପିକାଙ୍କ ଭିଡ଼ିଓ, ସୋସିଆଲ ମଡିଆରେ ଟ୍ରୋଲ

hindirush
58

କାର୍ତ୍ତିକ ଆର୍ୟନ ତାଙ୍କର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ୱୋ’ର ପ୍ରମୋଶନକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ତାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ । କିନ୍ତୁ ଆଜି ଆମେ ଆଲୋଚନା କରୁଛୁ କାର୍ତ୍ତିକ ଏବଂ ଦୀପିକାଙ୍କ ଏୟାରପୋର୍ଟରେ ଭାଇରାଲ ହୋଇଥିବା ଡ୍ୟାନ୍ସ ଭିଡ଼ିଓ ବିଷୟରେ । ନିକଟ ଅତୀତରେ ଆମେ ଆପଣଙ୍କ ସହିତ ଏକ ଭିଡ଼ିଓ ଶେୟାର କରିଥିଲୁ, ଯେଉଁଥିରେ ଦେଖିବାକୁ ମିଳିଥିଲାଯେ ଏୟାରପୋର୍ଟରେ ଦୀପିକା ଏବଂ କାର୍ତ୍ତିକ ଫିଲ୍ମ ପତି ପତ୍ନୀ ଔର ୱୋରେ ଧୀମେ ଧୀମେ ଗୀତରେ ଡ୍ୟାନ୍ସ କରୁଥିଲେ । ଯେଉଁଥିରେ କାର୍ତ୍ତିକ ଦୀପିକାଙ୍କୁ କିଛି ଷ୍ଟେପ ଶିଖାଉଥିଲେ । କିନ୍ତୁ ଏହି ଭିଡ଼ିଓକୁ ନେଇ ଖୁସି ନାହାଁନ୍ତି ଫ୍ୟାନ୍ସ । ଏହାକୁ ନେଇ ସେମାନେ ଆକ୍ଟର୍ସଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

 

 

View this post on Instagram

 

#DheemeDheemeChallenge has reached d next level 🔥 @deepikapadukone 💃🏻🕺🏻 Too much fun 🎶

A post shared by KARTIK AARYAN (@kartikaaryan) on

କାର୍ତ୍ତିକ ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓ ଶେୟାର କରିବା ପରେ ଏହାକୁ ଖୁବ ଚିଫ ପ୍ରମୋଶନ ବୋଲି କହି କେହି କେହି ଟ୍ରୋଲ କରିଛନ୍ତି । ଏହା ସହିତ ଲେଖିଛନ୍ତି ଏମାନଙ୍କର ଏଭଳି ପ୍ରମୋଶନ ପାଇଁ ପୋଲିସ ଏମାନଙ୍କୁ ଗିରଫ କରିବା ଆବଶ୍ୟକ ।

ଅନ୍ୟ ଜଣେ ଲେଖିଛନ୍ତି ଏୟାରପୋର୍ଟରେ ୫ ମିନିଟ ଛିଡ଼ା ହେବା ପାଇଁ ଅନୁମତି ଦିଆଯାଏ ନାହିଁ, କିନ୍ତୁ ଏମାନଙ୍କୁ ଡ୍ୟାନ୍ସ କରିବା ପାଇଁ କିଭଳି ଅନୁମତି ଦିଆଗଲା? ଅନ୍ୟ ପକ୍ଷରେ କିଛି ଫ୍ୟାନ୍ସଙ୍କୁ ଏହି ଡ୍ୟାନ୍ସ ଖୁବ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More