Only for Entertainment

ଆୱାର୍ଡ ଶୋ’ରେ ଗ୍ରୀନ ଆଉଟଫିଟରେ ମହଫିଲ ଲୁଟିଲେ ଦୀପିକା, ଲୁକ୍ସକୁ ଫ୍ୟାନ୍ସ କଲେ ପ୍ରଶଂସା

YouTube
36

ଦୀପିକା ଏବେ ନିଜ ଅପ୍‌ କମିଙ୍ଗ ଫିଲ୍ମ ‘ଛପକ୍‌’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେଥିରୁ ସମୟ ମିଳିଲେ ବିଭିନ୍ନ ପ୍ରକାର ଇଭେଣ୍ଟରେ ଭାଗ ମଧ୍ୟ ନେଉଛନ୍ତି। ନିକଟରେ ଦୀପିକାଙ୍କୁ ମୁମ୍ବାଇରେ ଆୟୋଜନ ହୋଇଥିବା Grazia Millennial Awards 2019ରେ ଦେଖିବାକୁ ମିଳିଥିଲା।

ଏହି ଆୱାର୍ଡ ଶୋ’ରେ ଦୀପିକାଙ୍କୁ ସବୁଜ ଡ୍ରେସରେ ଦେଖିବାକୁ ମିଳିଥିଲା । ଏହା ସହିତ ଦୀପିକା ଗ୍ରୀନ କଲର ହିଲ ଏବଂ ମିନିମମ ମେକଅପ ସହ ନିଜ ଲୁକକୁ କମ୍ପଲିଟ କରିଥିଲେ ।

 

 

View this post on Instagram

 

A tad bit too late for world environment day!? @ashistudio

A post shared by Deepika Padukone (@deepikapadukone) on

ଏହି ଫଟୋକୁ ସେ ସୋଶାଲ୍‌ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଲୋର୍ସମାନେ ଏହି ଫଟୋରେ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି।ଏହି ଆୱାର୍ଡ ଶୋ’ରେ ଦୀପିକାଙ୍କ ସହ ବଲିଉଡ୍‌ର ଅନ୍ୟ କଳାକାର ମଧ୍ୟ ଯୋଗ ଦେଇଥିଲେ।

pic

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More