Only for Entertainment

ଦୀପିକା ପାଦୁକୋନଙ୍କ ବିଲଡିଙ୍ଗରେ ନିଆଁ ଲାଗି ଦୁଇ ମହଲା ନଷ୍ଟ ।

bollywood tadka
0 38

ମୁମ୍ବାଇର ବର୍ଲି କ୍ଷେତ୍ରରେ ୨୨ ମହଲା ବିଲଡିଙ୍ଗରେ ନିଆଁ ଲାଗିଥିଲା । ଦମକଳ ବାହିନୀ ସୋଂରେ ପହଂଚି ନିଆଁ କମ କରିଥିଲେ । ଏହି ବିଲଡିଙ୍ଗରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଘର ।


ମୁମ୍ବାଇ ପୋଲିସ ଏହି ବିଷୟରେ ଟ୍ୱିଟ କରି ଜଣାଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଯେ ଏହି ନିଆଁରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

କିନ୍ତୁ ଉପର ଦୁଇ ମହଲା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More