Only for Entertainment

ଭଂସାଲୀଙ୍କ ଫିଲ୍ମରେ କାମ କରିବା ପାଇଁ ସର୍ତ୍ତ ରଖିଲେ ଦୀପିକା ।

india tv
18

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଖୁବ ଚର୍ଚ୍ଚାରେ । ବଲିଉଡ ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲୀ ଗୀତିକାର ସାହିର ଲୁଧିୟାନବୀ ଏବଂ କବିିୟତ୍ରୀ ଅମୃତା ପ୍ରୀତମଙ୍କ ଜୀବନୀ ୁପରେ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି । କୁହାଯାଉଛି ସାହିରଙ୍କ ଚରିତ୍ରରେ ନଜର ଆସିବେ ଅଭିଷେକ ବଚ୍ଚନ । ଅମୃତାଙ୍କ ଚରିତ୍ରରେ ନଜର ଆସିବେ ତାପସୀ ପନ୍ନୁ । କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ଫିଲ୍ମରେ ତାପସୀଙ୍କ ପରିବର୍ତ୍ତେ ଦୀପିକା ପାଦୁକୋନ ନଜର ଆସିପାରନ୍ତି ।

ଚର୍ଚ୍ଚା ହେଉଛି ଦୀପିକା ଫିଲ୍ମରେ କାମ କରିବା ପାଇଁ ଏକ ସର୍ତ୍ତ ରଖିଛନ୍ତି । ଫିଲ୍ମ ପଦ୍ମାବତ ପରେ ଦୀପିକା ଏବଂ ସଂଜୟ ଲୀଲା ଭଂସାଲୀ ପୁଣିଥରେ କାମ କରିବାକୁ ଯାଉଛନ୍ତି । କିନ୍ତୁ ଦୀପିକା ସର୍ତ୍ତ ରଖିଛନ୍ତିଯେ ଫିଲ୍ମର ନାମ ସାହିର ଲୁଧିୟାନବୀ ନାମ ବଦଳାଇ ସାହିର ଏବଂ ଅମୃତାଙ୍କ ନାମରେ ରଖାଯିବ । ଏହା ମଧ୍ୟ କୁହାଯାଉଛିଯେ ଭଂସାଲୀ ଏହି କଥାରେ ହଁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More