Only for Entertainment

ଦୀପିକା ପାଦୁକୋଣଙ୍କ ବିବାହ ପୁର୍ବରୁ ଭଉଣୀ ଅନୀଶା ପାଦୁକୋଣ ବଦଳାଇଲେ ନିଜ ନାଁ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

36

ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ପାଇଁ ଆଜି ଖାସ ଦିନ ଅଟେ । ଏହି ମୂହୁର୍ତ୍ତକୁ ନେଇ ଫ୍ୟାନ୍ସ ଯେପରି ଉତ୍ସାହ ଅଛନ୍ତି ସେହିପରି ଦୀପିକାଙ୍କ ଭଉଣୀ ଅନୀଶା ପାଦୁକୋଣ ମଧ୍ୟ ଖୁବ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅନୀଶା ସୋସିଆଲ ମିଡିଆ ଅକାଉଂଟରେ ନିଜ ନାଁ ପରିବର୍ତ୍ତନ କରିଛନ୍ତି ।

ସେ ଏତେ ମାତ୍ରା ଖୁସି ଅଛନ୍ତି ବିବାହକୁ ନେଇ ଯେ ସେ ନିଜ ନାଁ ପରିବର୍ତ୍ତନ କରି ଲେଖିଛନ୍ତି ଲଡକିୱାଲେ । ଏହାକୁ ଦେଖି ଲାଗୁଛି ଯେ ଦିଦିଙ୍କ ବିବାହକୁ ନେଇ ସେ କେତେ ଖୁସି । ଏଠାରେ ଆମେ କହି ରଖୁଛୁ ଯେ ଅନୀଶା ଦୀପିକାଙ୍କର ବହୁତ କ୍ଲୋଜ ଅଟନ୍ତି , କାରଣ ଅନେକ ସମୟରେ ତାଙ୍କୁ ଭଉଣୀ ଦୀପିକାଙ୍କ ସହ ଫଟୋ ଶେୟାର କରିବାର ନଜର ଆସନ୍ତି । ଏପରିକି ରକ୍ଷା ବନ୍ଧନରେ ସେ ନିଜ ଭଉଣୀକୁ ଟ୍ୟାଗ କରି ପୋଷ୍ଟ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More