Only for Entertainment

ଈଶାଙ୍କ ପ୍ରି-ୱେଡିଂ ସେଲିବ୍ରେସନରେ ଦୀପିକା-ରଣବୀରଙ୍କ ମଲହାରୀ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ !

33

ଈଶା ଅମ୍ବାନୀ-ଆନନ୍ଦ ପିରାମଲଙ୍କ ବିବାହ ୧୨ଡିସେମ୍ବରରେ ମୁମ୍ବାଇରେ ହେବାକୁ ଯାଉଛି । ଯାହାକୁ ନେଇ ଅନେକ ଦିନ ପୂର୍ବରୁ ସେଲିବ୍ରେସନ ଆରମ୍ଭ ହୋଇଗଲାଣି । ବିବାହ ପୂର୍ବରୁ ଯେଉଁ ରୀତିନୀତି , ଏସବୁ ଉଦୟପୁରରେ ଆୟୋଜନ ହୋଇଥିଲା । ଏହି ପରିବାରର ଖୁସିରେ ସାମିଲ ହେବା ପାଇଁ କେବଳ ବଲିଉଡ ନୁହଁନ୍ତି ହଲିଉଡ ତାରକା, ନେତା, ରାଜନେତା ଏବଂ ଅନେକ ବିଜନେସମ୍ୟାନ ଯୋଗ ଦେଇଥିଲେ । ପ୍ରି-ୱେଡିଂରେ ହୋଇ ବଲିଉଡ ଷ୍ଟାରଙ୍କ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ମଧ୍ୟରୁ ଦୀପବୀରଙ୍କ ମଲହାରୀ ଡ୍ୟାନ୍ସ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ।

ରଣବୀର-ଦୀପିକାଙ୍କ ଏହି ଡ୍ୟାନ୍ସ ଭିଡିଓ ଫ୍ୟାନପେଜରେ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଏଥିରେ ବଲିଉଡର ବାଜିରାଓ ମସ୍ତାନୀଙ୍କ ଡ୍ୟାନ୍ସ ଜୁଗଳବନ୍ଦୀ ଜବରଦସ୍ତ ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More