Only for Entertainment

ସ୍କୁଲ ସମୟରେ ରିପୋର୍ଟ କାର୍ଡ଼ରେ ଏଭଳି କିଛି ଲେଖିଥିଲେ ଶିକ୍ଷକ, ଫଟୋ ଶେୟାର କଲେ ଅଭିନେତ୍ରୀ

instagram
92

ପ୍ରତିଦିନ ନିଜର କିଛି ଫଟୋ ଏବଂ ଭିଡ଼ିଓ ଶେୟାର କରୁଥିବା ବେଳେ ଏହିଥର କିଛି ଭିନ୍ନ ଜିନିଷ ଶେୟାର କରିଛନ୍ତି ବଲିଉଡ ନାୟିକା ଦୀପିକା ପାଦୁକୋନ । ସେ ତାଙ୍କ ସ୍କୁଲ୍‌ ବେଳର ରିପୋର୍ଟ କାର୍ଡକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ସେଥିରେ ଦୀପିକାଙ୍କ ସଂପର୍କରେ ତାଙ୍କ ଶିକ୍ଷକ ଯାହା ଲେଖିଛନ୍ତି ଦେଖିବାକୁ ମିଳିଛି।

 

ତାଙ୍କର ଏକ ରିପୋର୍ଟ କାର୍ଡରେ ଶିକ୍ଷକ ଲେଖିଛନ୍ତି ‘ଦୀପିକା ଭାରି ଗପୁଡ଼ି’। ଏହାକୁ ସମର୍ଥନ କରି ଦୀପିକାଙ୍କ ସ୍ୱାମୀ ରଣବୀର ସିଂହ ଲେଖିଛନ୍ତି, ‘ସତ କଥା ସେ ଜଣେ ଅସୁବିଧା ସୃଷ୍ଟିକାରୀ ମଧ୍ୟ’। ଅଭିନେତା ଆୟୁଷ୍ମାନ ଖୁରାନା ବି ଦୀପିକାଙ୍କ ପୋଷ୍ଟରେ ଏକ ହାର୍ଟ ଇମୋଜି କମେଣ୍ଟ୍‌ ଦେଇଛନ୍ତି।

 

 

View this post on Instagram

 

Oh!🤷🏽‍♀️

A post shared by Deepika Padukone (@deepikapadukone) on

 

View this post on Instagram

 

Hmmmmm…🤔

A post shared by Deepika Padukone (@deepikapadukone) on


 

ଦ୍ୱିତୀୟ ରିପୋର୍ଟ କାର୍ଡରେ ଶିକ୍ଷକ ଲେଖିଛନ୍ତି, ‘ଦୀପିକା ଦିଆଯାଉଥିବା ସୂଚନାକୁ ଅନୁକରଣ କରିବା ଉଚିତ।’ ତାହାର ଉତ୍ତରରେ ରଣବୀର ଲେଖିଛନ୍ତି,  ମୁଁ ବି ଏଥିରେ ଏକମତ’।

 

 

View this post on Instagram

 

Really!?!?😲

A post shared by Deepika Padukone (@deepikapadukone) on

ତୃତୀୟ ରିପୋର୍ଟ କାର୍ଡରେ ଲେଖାଯାଇଛି, ‘ଦୀପିକା ଦିବା ସ୍ୱପ୍ନ ଦେଖନ୍ତି।’ ଏହାର ଉତ୍ତର ଦେଇ ରଣବୀର ଲେଖିଛନ୍ତି, ‘ବାଦଲ ମୁଣ୍ଡରେ ବସି ଏପରି ସ୍ୱପ୍ନ ଦେଖନ୍ତି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More