Only for Entertainment

ଫିଲ୍ମ ସାଇନ ପୂର୍ବରୁ ଡାଇରେକ୍ଟରଙ୍କ ସହିତ ଏହି ସମସ୍ତ ସର୍ତ୍ତ ରଖିଥାନ୍ତି ଏହି ବଲିଉଡ ଆକ୍ଟର୍ସ ।

youtube
0 50

ବଲିଉଡ ଷ୍ଟାର ଏକ ଫିଲ୍ମ କରିବା ପୂର୍ବରୁ ବିଭିନ୍ନ କଥା ପ୍ରତି ଧ୍ୟାନ ଦେଇଥାନ୍ତି । ଏଥିପାଇଁ ସେ ଫିଲ୍ମର ସ୍କ୍ରିପ୍ଟକୁ ମଧ୍ୟ ଭଲ ଭାବରେ ନଜର ଦେଇଥାନ୍ତି । ଆସନ୍ତୁ ଆଲୋଚନା କରିବା ସେହିଭଳି କିଛି ଷ୍ଟାର୍ସଙ୍କ ବିଷୟରେ ଯେଉଁମାନେ ଫିଲ୍ମ ସାଇନ କରିବା ପୂର୍ବରୁ ଡାଇରେକ୍ଟରଙ୍କ ସହିତ ଏହିଭଳି ସର୍ତ୍ତ ରଖିଥାନ୍ତି ।

ଋତିକ ରୋଶନ-ପର୍ସନାଲ ସେଫ,ଓଭର ଟାଇମ ଟଙ୍କା ଓ ଜିମ ସୁବିଧା ।

 

rhitik
ଅକ୍ଷୟ କୁମାର-ରବିବାର ସୁଟିଂ କରିବେ ନାହିଁ ।

ସୋନାକ୍ଷୀ ସିହ୍ନା-କିସ ଏବଂ ଇଂଟିମେଂଟ ସିନ କରିବେ ନାହିଁ ।

c-sonakshi-2-march-23

କରୀନା କପୁର-ନ୍ୟୁକମର ଆକ୍ଟରଙ୍କ ସହିତ କାମ କରିବେ ନାହିଁ ।

 

kareena kapoor
କଙ୍ଗନା ରଣାୱତ-କୌଣସି କାମ ପାଇଁ ମ୍ୟାନେଜରଙ୍କ ସହିତ କଥା ବାର୍ତ୍ତା ।

ରେଖା-ପର୍ଫେକ୍ଟ ରୋଲ ର ଡିମାଣ୍ଡ ।

ଅକ୍ଷୟ ଖାନ୍ନା- ଖତରନାକ ନେଗେଟିଭ ରୋଲ କରିବେ ନାହିଁ ।

 


ସଲମାନ ଖାନ-କିସ ଏବଂ ଇଂଟିମେଂଟ ସିନ କରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More