Only for Entertainment

ଦେବ୍ ଆନନ୍ଦଙ୍କ ୯୪ ତମ ଜନ ବାର୍ଷିକୀରେ, ୧୦ଟି ଚିର ସବୁଜ ଅଭୁଲା ସ୍ମରଣୀୟ ଗୀତ, ଯାହାକୁ ଆଜି ଆପଣ ମନେ ନପକାଇ ରହିପାରିବେ ନାହିଁ

DNA india
43

ହୁଏତ ଆମେ ଆଜିର ଅଭିନେତା ମାନଙ୍କ ବିଷୟରେ ଆଲୋଚନା କରିବାରେ ବ୍ୟସ୍ତ ରହୁଛୁ, କିନ୍ତୁ ୫୦ ଦଶକରେ ଦେବାନନ୍ଦଙ୍କ ପରିମାର୍ଜିତ ଗୀତଯେ ଆମ ମାନଙ୍କ ପାଇଁ ଏକ ଉପହାର ତାହା ଆମେ ଭୁଲି ନାହୁଁ । ଏଭଳି ଜଣେ ନାୟକ ଯାହା ପାଖରୁ ଆରମ୍ଭ ହୋଇଥିଲା ରୋମାନ୍ସ ଏବଂ ଏଭଳି ଜଣେ ଅଭିନେତା ଯାହାଙ୍କ ସାମ୍ନାରେ ମହିଳାମାନେ ଫିକା ପଡ଼ି ଯାଉଥିଲେ । ୬୦ ବର୍ଷର କ୍ୟାରିଅର ମଧ୍ୟରେ ଦେବାନନ୍ଦ ଇଣ୍ଡଷ୍ଟ୍ରିକୁ ଯଥେଷ୍ଟ ଫିଲ୍ମ ଉପହାର ଦେଇଛନ୍ତି । ଏହା ମଧ୍ୟରେ ସାମିଲ ରହିଛି ଅନେକ ଚିରସବୁଜ ଗୀତ ।

 

ଆଜି ତାଙ୍କର ୯୪ ତମ ଜନ୍ମବାର୍ଷିକୀରେ ତାଙ୍କର ସେହି ଏଭରଗ୍ରୀନ ଗୀତ ସବୁ ଉପରେ ଆସନ୍ତୁ ନଜର ପକାଇବା ଯାହାକୁ ଆମେ କେବେ ମଧ୍ୟ ଭୁଲି ପାରିବା ନାହିଁ ।


 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More