Only for Entertainment

କମବ୍ୟାକ କରୁଛନ୍ତି ଦେବଯାନୀ ।

ollybolly
0 57

ଛୋଟ ପରଦାରୁ ବଡ ପରଦାକୁ ଆସିଥିଲେ ଏହି ନାୟିକା । ଆଲବମ କୁଇନ ହୋଇ ପରଦାକୁ ଆସିଥିବା ଏହି ଅଭିନେତ୍ରୀ ରଙ୍ଗିଲା ଟୋକା ଜରିଆରେ ପାଦ ଦେଇଥିଲେ ବଡ ପରଦାରେ । ତାଙ୍କ ଅଭିନୟ ଯାଦୁରେ ମନ କିଣି ନେଇଥିଲେ ଏହି ଅଭିନେତ୍ରୀ । ଅନେକ ଦିନ ପରେ ପୁଣି କମବ୍ୟାକ କରିଛନ୍ତି ଏହି ନାୟିକା ଅଜାତଶତୃ ଫିଲ୍ମ ଜରିଆରେ । ସେ ଆଉ କେହି ନୁହଁନ୍ତି ଆପଣଙ୍କ ପ୍ରିୟ ଆଲବମ କୁଇନ ଦେବଯାନୀ । ଆସନ୍ତୁ ଜାଣିବା ତାଙ୍କ ମୁହଁରୁ କିଛି ଜଣା ଅଜଣା କଥା ।

ମୁହଁରୁ କିଛି ଜଣା ଅଜଣା କଥା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More