Only for Entertainment

ଧଡ଼କ ଟ୍ରେଲର ରିଲିଜ ପୂର୍ବରୁ ଜାହ୍ନବୀ ବନାଇଲେ ଫିଲ୍ମର ଫନି ପୋଷ୍ଟର ।

aajtak
0 47

ଫିଲ୍ମ ଧଡ଼କର ପୋଷ୍ଟର କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଫିଳ୍ମର ଷ୍ଟାରକାଷ୍ଟ ଜାହ୍ନବୀ ଏବଂ ଈଶାନ ଦୁଇଜଣ ଜଣାଶୁଣା ଷ୍ଟାରକିଡ । ଆପଣ ଭାବୁଛନ୍ତିକି ପ୍ରଥମ ଫିଲ୍ମକୁ ନେଇ ଜାହ୍ନବୀ ନର୍ଭସ ଅଛନ୍ତି । କିନ୍ତୁ ତାଙ୍କ ଇଂଷ୍ଟା ଷ୍ଟୋରୀ ଦେଖିବା ପରେ ଏଭଳି ମନେ ହେଉନାହିଁ । କାରଣ ଜାହ୍ନବୀ ଫୁଲ ଫନି ମୁଡରେ ଅଛନ୍ତି । ସେ ନିଜେ ଏହି ଫିଲ୍ମର ଏକ ଫନି ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଫିଲ୍ମର ହିରୋ ଈଶାନଙ୍କୁ ସେ ଷ୍ଟ୍ରେସରେ ଥିବା ଦେଖାଇଛନ୍ତି ।

 

ଜାହ୍ନବୀ ଫିଲ୍ମ ଧଡ଼କର କିଛି ସାନଦାର ସମୟ ସେୟାର କରିଛନ୍ତି । ଏହି ଫଟୋରେ ସେ ଈଶାନଙ୍କ ସହିତ ମସ୍ତୀ କରୁଥିବା ନଜର ଆସିଛନ୍ତି । ଏହା ସହିତ ସେ ଈଶାନଙ୍କ ସହିତ ତାଙ୍କର ଏକ ଫଟୋ ଏଙ୍ଗିଟ କରି ପୋଷ୍ଟ କରିଛନ୍ତି । ଏହା ସହିତ ସେ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।

ଧଡ଼କ ଫିଲ୍ମ ମରାଠୀ ଫିଲ୍ମ ସ୍ୟାରଟର ରିମେକ । ଏହି ଫିଳ୍ମରେ ଜାହ୍ନବୀ ଏବଂ ଈଶାନ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More