Only for Entertainment

ପୂରା ହେଲା ଧଡ଼କର ସୁଟିଂ । ଈଶାନଙ୍କ ସହିତ ଫଟୋ ସେୟାର କରି ଜାହ୍ନବୀ ଲେଖିଲେ ହୃଦୟଛୁଆଁ କ୍ୟାପ୍ସନ ।

bollywood tadka
0 40

ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ଖୁବ ଶୀଘ୍ର ଈଶାନ ଖଟ୍ଟରଙ୍କ ସହିତ ଫିଲ୍ମ ଧଡ଼କରେ ନଜର ଆସିବେ । ନିକଟରେ ଜାହ୍ନବୀ ଈଶାନଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ସେ କ୍ୟାପ୍ସନରେ ଲେଖିଛନ୍ତିଯେ ‘ଘର’ ।


ଫଟୋରେ ଦୁଇଜଣ ଫିଲ୍ମର ନିର୍ଦ୍ଦେଶକ ଶଶାଙ୍କ ଖେତନଙ୍କ ସହିତ ନଜର ଆସିଛନ୍ତି । ତେବେ ଫିଲ୍ମ ୨୦ ଜୁଲାଇକୁ ରିଲିଜ ହେବ ବୋଲି ସୂଚନା ମିଳିଛି । ଫିଲ୍ମର ଭିଡିଓ ସୁଟିଂ ଆରମ୍ଭରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


ଶ୍ରୀଦେବୀଙ୍କ ଚାଲିଯିବା ପରେ ୧୩ ଦିନ ପରେ ଜାହ୍ନବୀ ୮ ମାର୍ଚ୍ଚକୁ ସୁଟିଂ ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More