Only for Entertainment

ରିଲିଜ ହେଲା ରୋମାଣ୍ଟିକ ଗୀତ ‘ଧଡକନେଁ’, ଦେଖିବାକୁ ମିଳିଲା ଲୋକପ୍ରିୟ ନାୟକ ରୋହନ୍ ମେହରା ଏବଂ ମହିମାଙ୍କ ରୋମାଣ୍ଟିକ ବଣ୍ଡିଂ

lyricsOoO
30

ରିଲିଜ ହେଲା ରୋମାଂଟିକ୍ ଗୀତ ଧଡକନେଁ । ଗୀତରେ ଛୋଟ ପରଦାର ଲୋକପ୍ରିୟ ନାୟକ ରୋହନ୍ ମେହରାଙ୍କୁ ନାୟକ ଭାବେ ଦେଖିବାକୁ ମିଳିଛି । ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ମହିମା । ରସିଦ୍ ଖାନଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ରୋମାଂଟିକ ଗୀତରେ କଣ୍ଠଦାନ କରିଛନ୍ତି ୟାସିର୍ ଦେଶାଇ ଓ ଅଜିଜ୍ କୌର୍ । ଗୀତର ଲିରିକ୍ସ ଦେଇଛନ୍ତି ଅଂଜନ୍ ସାଗରି ଓ ନୁହି ଖାନ୍ । ସୋସିଆଲ୍ ମିଡିଆରେ ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଭିଡିଓକୁ ମାତ୍ର ୨୪ ଘଣ୍ଟାରେ ୧.୧ ମିଲିଅନ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More