Only for Entertainment

କାହିଁକି ଲୋକମାନେ ଧର୍ମେନ୍ଦ୍ରଙ୍କୁ ୧୦୦ ଟଙ୍କାର ନୋଟ ଦେଇ ଯାଉଥିଲେ?

Times of India
0 31

ଧର୍ମେନ୍ଦ୍ରଙ୍କ ରାଜନୈତିକ ଜୀବନ କେବଳ ୫ ବର୍ଷର । କିନ୍ତୁ ଏହା ସହିତ କେତକ କାହାଣୀ ଯୋଡ଼ି ହୋଇ ଯାଇଛି । ଧର୍ମେନ୍ଦ୍ର ଏବେ ତାଙ୍କ ଫିଲ୍ମ ୟମଲା ପଗଲା ଦିୱାନାର ପ୍ରମୋଶନ କରୁଛନ୍ତି । ଫିଲ୍ମ ଏହି ସପ୍ତାହରେ ରିଲିଜ ହୋଇଛି । ଏହା ଦ୍ୱାରା ଧର୍ମେନ୍ଦ୍ର ତାଙ୍କ ଦୁଇ ପୁଅ ସନି ଏବଂ ବବିଙ୍କ ସହିତ ଏକ କାର୍ଯ୍ୟକ୍ରମରେ ତାଙ୍କ ସଂପର୍କିତ କିଛି କଥା କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତିଯେ ଭାଜପା ଟିକେଟ ଉପରେ ଯେତେବେଳେ ସେ ବିକାନୀରର ନିର୍ବାଚନ ଲଢିଲେ ସେତେବେଳେ ପ୍ରଚାର ସମୟରେ ଲୋକଙ୍କ ଠାରୁ ତାଙ୍କୁ ଖୁବ ସାରା ଭଲପାଇବା ମିଳିଲା । ଏହା ମଧ୍ୟ ସେ କହିଛନ୍ତିଯେ ୫ ବର୍ଷରେ ସେ ବିକାନୀର ପାଇଁ ବହୁତ କିଛି କାମ କରିଛନ୍ତି । କ୍ୟାମ୍ପେନ ସମୟରେ ଝିଅମାନେ ଗଳାରୁ ଚେନ ବାହାର କରି ଦେଇ ଦେଇଛନ୍ତି । ଏହା ସହିତ ବୟସ୍କ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଖୁବ ଭଲ ପାଇବା ମିଳିଛି । ସେମାନେ ଖୁସିରେ ମୁହଁଦେଖା ଟଙ୍କା ଭାବରେ ୧୦୦ ଟଙ୍କା ଲେଖାଏଁ ଦେଇ ଯାଉଥିଲେ ।

ଧର୍ମେନ୍ଦ୍ର ଏହା ମଧ୍ୟ କହିଲେଯେ ସେ ବହୁତ କିଛି କାମ କଲେ ଏବଂ ସିଏମ ମ୍ୟାଡାମଙ୍କୁ ମଧ୍ୟ ତାଙ୍କୁ କିଛି କାମରେ ଖୁବ ସାହାଯ୍ୟ କଲ,କିନ୍ତୁ ରାଜନୀତିରେ ଲୋକ ବାଂଟି ହୋଇ ଯାଆନ୍ତି ଏବଂ ମିଡିଆ ମଧ୍ୟ ସାହାଯ୍ୟ କଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More