Only for Entertainment

୮୨ ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଫିଟନେସ ଚ୍ୟାଲେଂଜ,ଏହିଭଳି କାମ କଲେ ନେବାକୁ ପଡ଼ିବ ନାହିଁ …….

amarujala
42

ଧର୍ମେନ୍ଦ୍ର ଇଂଷ୍ଟାଗ୍ରାମରେ ଖୁବ ଆକ୍ଟିଭ ରହିଥାନ୍ତି ।ସମୟ ସମୟରେ ନିଜ ଫାର୍ମ ହାଉସ ସହିତ କିଛି ଭିଡ଼ିଓ ଶେୟାର କରିଥାନ୍ତି ।କେବେ ଟ୍ରାକ୍ଟର ଚଳାଉଥିବାର ତ କେବେ ଖୋଳା ଖୋଳୁ କରୁଥିବାର ନଜର ଆସିଥାନ୍ତି ।କେବେ କେବେ ପଶୁ ମାନଙ୍କ ଦେଖାରେଖା କରନ୍ତି ।

 

View this post on Instagram

 

HUNNAR E MEHNATKASHI YE——— GAREEB MERE BACPAN NE ———-BADI NEKI —-BADE PYAAR SE ——SIKHA DIYA THA MUJHE ———

A post shared by Dharmendra Deol (@aapkadharam) on

ନିକଟରେ ଧର୍ମେନ୍ଦ୍ରଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଛନ୍ତି ।

 

View this post on Instagram

 

PYAAR WAFA KOI SEKHE IN SE?—-GILE SHIKWE HAQ HAI IN KA ! ? FRIENDS, HOW ARE YOU, I AM BACK, LOTS OF LOVE TO YOU ALL !

A post shared by Dharmendra Deol (@aapkadharam) on

ଅନ୍ୟ ଏକ ଭିଡ଼ିଓରେ କହୁଛନ୍ତିଯେ ଖୁବଶୀଘ୍ର ମୋ ପଶୁ ମାନଙ୍କ ପାଇଁ ଚାରା ରୋପଣ କରିବି ।ଏହା ସହିତ ସେ କହୁଛନ୍ତିଯେ କେଉଁଭଳି ଭାବରେ ସେ ଏହି ବୟସରେ ନିଜକୁ ଫିଟ ରଖୁଛନ୍ତି ଏବଂ ନିଜ କାମ ନିଜେ କରୁଛନ୍ତି ।ସେ କୁହନ୍ତିଯେ ନିଜକୁ ମଜବୁତ ରଖିବା ପାଇଁ ସେ ଏଭଳି ଚେଷ୍ଟା କରୁଛନ୍ତି ।ଏହା ସହିତ କହୁଛନ୍ତିଯେ ମୋ ଫିଟନେସର ରାଜ ଲୋକ ମାନଙ୍କର ଭଲପାଇବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More