Only for Entertainment

ଲାଇମଲାଇଟ ଠାରୁ ଦୂରରେ ଫାର୍ମ ହାଉସରେ କାମ କରୁଥିବାର ନଜର ଆସିଲେ ଧର୍ମେନ୍ଦ୍ର ।

bollywood tadka
28

ବଲିଉଡ ଆକ୍ଟର ଧର୍ମେନ୍ଦ୍ର ତାଙ୍କ ଇଂଷ୍ଟା ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ସେ ଶ୍ରମିକ ମାନଙ୍କ ସହିତ କାମ କରୁଥିବାର ନଜର ଆସିଛନ୍ତି । ଭିଡ଼ିଓରେ ଧର୍ମେନ୍ଦ୍ର ଫାଉଡ଼ାରେ ଗୋବର ନେଇ ତାକୁ ବାୟୋଗ୍ୟାସ ମେସିନରେ ପକାଉଛନ୍ତି । ଏହି କଥାର ସୂଚନା ସେ କ୍ୟାପ୍ସନରେ ମଧ୍ୟ ଦେଇଛନ୍ତି । ଏହା ସହିତ ସେ ଲେଖିଛନ୍ତିଯେ ମୁଁ ଦେଖାଇ ହେଉନାହିଁ ବରଂ ଆପଣ ମାନଙ୍କୁ ପ୍ରୋତ୍ସାହିତ କରୁଛି । ଖୁସିରେ ରୁହ ।

କହିରଖୁଛୁଯେ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ଘର ଏବଂ ଫାର୍ମହାଉସରେ ବିତାଉଛନ୍ତି ଏବଂ ଚାଷରେ ମନ ଦେଉଛନ୍ତି । ଧମେନ୍ଦ୍ର ଯେ ଏବେ ସାଧା ସିଧା ଜୀବନ ବୀତାଉଛନ୍ତି ଏଥିରେ ସନ୍ଦେହ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More