Only for Entertainment

ଡାଏନା ପେଂଟି ଆରମ୍ଭ କଲେ ମିନି ପାଠଶାଳା । ଜାଣନ୍ତୁ କ’ଣ ପଢାଉଛନ୍ତି ।

twitter
0 28

ଡାଏନା ପେଂଟି ଏବେ ଅଭିନୟ ସହିତ ଅନ୍ୟ ଏକ କାମ କରୁଛନ୍ତି । ଏହା ହେଉଛି ତାଙ୍କ ମିନି ପାଠଶାଳା । ସେ ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ହିନ୍ଦୀ ଶବ୍ଦର ଇଂରାଜୀ ଅର୍ଥ କହୁଛନ୍ତି ।

ଡାଏନା କହିଛନ୍ତିଯେ ସେ ଏହି ମିନି ପାଠଶାଳା କରିବାର କାରଣ ହେଉଛି ତାଙ୍କ ନିକଟରେ ଏକ ମିନି ବ୍ଲାକ ବୋର୍ଡ଼ ଅଛି । ସେ ଏହି ବୋର୍ଡ଼ରେ ବ୍ଲୁ ବେରୀର ଅର୍ଥ କହୁଛନ୍ତି । ହିନ୍ଦୀରେ ଏହାକୁ ନୀଲବଦରୀ କୁହାଯାଏ ।

ଡାଏନା ଏହି ପୋଷ୍ଟର କ୍ୟାପ୍ସନ ହିନ୍ଦୀରେ ଲେଖିଛନ୍ତି । ଡାଏନା ନିକଟରେ ଫିଲ୍ମ ପରମାଣୁରେ ନଜର ଆସିଥିଲେ । ତାଙ୍କ ଅପୋଜିଟରେ ଥିଲେ ଜନ ଆବ୍ରାହିମ । ଡାଏନା ମୁମ୍ବାଇରେ ଜନ୍ମ ହୋଇଛନ୍ତି । ନିଜ ସରନେମ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଥିଲା ।

 

କଂଟ୍ରୋବର୍ସି ଠାରୁ ଦୂରରେ ରହୁଥିବା ଡାଏନାଙ୍କ ସରନେମଙ୍କୁ ନେଇ ଆକ୍ଟର କେଆରକେ କମେଂଟ କରିଥିଲେ ତେଣୁ ଡାଏନା ତାଙ୍କୁ କଡ଼ା ଜୱାବ ଦେଇଥିଲେ ।

 

କେଆରକେ ନୋ ପ୍ୟାଟି ଡେରେ ଡାଏନାଙ୍କୁ ଟ୍ୱିଟ କରିଥିଲେଯେ ନୋ ପ୍ୟାଂଟି ଡେରେ ଯଦି ଡାଏନା ତାଙ୍କ ସହିତ ଡେଟରେ ଯିବେ ତେବେ ସେ ତାଙ୍କୁ ସୁନ୍ଦର ପ୍ୟାଂଟି ଗିଫ୍ଟ କରିବେ । ଏହାପରେ ଡାଏନା ତାଙ୍କୁ ଜୱାବରେ ଦେଇଥିଲେଯେ ତୁମେ ସବୁବେଳେ ଲଜ୍ଜାହୀନ ହେବା ଆବଶ୍ୟକ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More