Only for Entertainment

ସାମ୍ନାକୁ ଆସିଲା ଦିଲବର ଗୀତର ମେକିଂ ଭିଡ଼ିଓ,ଦେଖନ୍ତୁ କେତେ କଷ୍ଟକର ଥିଲା ଏହି ସଟ ।

amarujala
0 63

ବିଗବସ ସିଜନ ୯ର ପ୍ରତିଯୋଗୀ ନୋରା ଫତେହୀ ଆଜିକାଲି ବେଲି ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ଜନ ଆବ୍ରାହିମଙ୍କ ଅପକମିଂ ବଲିଉଡ ଫିଲ୍ମ ସତ୍ୟମେବ ଜୟତେର ଦିଲବର ଗୀତରେ ଡ୍ୟାନ୍ସ କରି ଧୁମ ମଚାଇଛନ୍ତି । ଏବେ ଏହି ସୁପରହିଟ ଗୀତର ମେକିଂ ଭିଡ଼ିଓ ସାମ୍ନାକୁ ଆସିଛି ।

ନିର୍ମାତା ଯେଉଁ ଭିଡ଼ିଓକୁ ସେୟାର କରିଛନ୍ତି ତାହାକୁ ଦେଖିବା ପରେ ଆପଣ କଳ୍ପନା କରିପାରିବେଯେ ଏହି ଗୀତ ପାଇଁ କେତେ କଷ୍ଟ କରିବାକୁ ପଡ଼ିଛି ସେମାନଙ୍କୁ । ଭିଡ଼ିଓରୁ ଏହା ମଧ୍ୟ ଜଣାପଡ଼ୁଛିଯେ ନୋରା ନିଜର ବେଷ୍ଟ ଦେବାପାଇଁ କୌଣସି କାର୍ଯ୍ୟ ଛାଡ଼ି ନାହାଁନ୍ତି ।

 

ଏଥିରେ ନିଜର ସମସ୍ତ ଚେଷ୍ଟାକୁ ସେ ବ୍ୟବହାର କରିଛନ୍ତି । ଦିଲବର ଗୀତ ଏବେ ବିଲବୋର୍ଡ଼ର ତୃତୀୟ ସ୍ଥାନ ହାସଲ କରିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More