Only for Entertainment

‘ବବି’ର ଗୀତରେ ଡିମ୍ପଲଙ୍କ ଡ୍ୟାନ୍ସ,ଅକ୍ଷୟ ଶେୟାର କଲେ ଭିଡ଼ିଓ ।

india tv
23

ରାଜସ୍ଥାନରେ ନିଜର ଆଗାମୀ ଫିଲ୍ମ ହାଉସଫୁଲ ୪ର ସୁଟିଂ ଶେଷ କରିବା ପରେ ଅକ୍ଷୟ କୁମାର ନିଜ ପରିବାର ସହିତ ଇଟାଲୀରେ ଛୁଟି ମନାଉଛନ୍ତି । ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖନ୍ନା ଭ୍ୟାକେସନର ଭିଡ଼ିଓ ସେୟାର କରୁଛନ୍ତି । ଅକ୍ଷୟ କୁମାର ତାଙ୍କ ଶାଶୁ ଡିମ୍ପଲ କପାଡ଼ିଆଙ୍କ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ଡିମ୍ପଲ ତାଙ୍କ ଡେବ୍ୟୁ ଫିଲ୍ମ ବବିର ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

 


ଡିମ୍ପଲ ରାସ୍ତା ଉପରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହା ସହିତ ଅକ୍ଷୟ କ୍ୟାପ୍ସନ ଦେଇଛନ୍ତିଯେ ଯେତେବେଳେ ଆପଣ ଇଟାଲୀର ଏକ ଛୋଟ ସହରରେ ବୁଲୁଥିବେ ଏବଂ ବବିର ଗୀତ ବାଜୁଥିବ ନିହାତି ଭାବରେ ଆପଣ ଡ୍ୟାନ୍ସ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More