Only for Entertainment

ପତି ସହିତ ଏଭଳି ଆନିଭର୍ସରୀ ପାଳନ କଲେ ଦୀପିକା କକ୍କର । ଜାଣନ୍ତୁ କ’ଣ ମିଳିଲା ଉପହାର ।

bollywood tadka
38

ରିଆଲିଟି ଶୋ ବିଗବସ ୧୨ର ବିଜୟିନୀ ଦୀପିକା କକ୍କର ଇବ୍ରାହିମ ୨୨ ଫେବୃୟାରୀକୁ ସୋଏବଙ୍କ ସହିତ ପ୍ରଥମ ୱେଡିଂ ଆନିଭର୍ସରୀ ପାଳନ କରିଛନ୍ତି । ଏହାର କିଛିଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଶେୟାର କରିଛନ୍ତି ।

କେକ କାଟିବା ସମୟରେ ଦୁଇଜଣ ଖୁବ ଖୁସିଥିବା ନଜର ଆସିଛନ୍ତି । ଏହି କପଲଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏତିକି ନୁହେଁ ଆଭର୍ସରୀରେ କପଲ ବିଏମଡବ୍ଲୁ ଏକ୍ସ ଫୋର କିଣିଛନ୍ତି । ଏହି ଫଟୋକୁ ସୋଏବ ତାଙ୍କ ଇଂଷ୍ଟା ଆକାଉଂଟରେ ଶେୟାର କରିଛନ୍ତି ।

କହିରଖୁଛୁଯେ ଦୁଇଜଣ ଟିଭି ସିରିଅଲ ଶଶୁରାଲ ସିମରକାରେ ଏକା ସାଙ୍ଗରେ ନଜର ଆସିଥିଲେ । ସେଠାରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More