Only for Entertainment

ପୁଣି ବଦଳିଲେ ‘ବଣ୍ଡ ୨୫’ର’ଜେମସ ବଣ୍ଡ୦୦୭’ , ନିର୍ଦ୍ଦେଶକ ମଧ୍ୟ ମଝିରେ ଛାଡିଲେ ସାଥ !

0 39

ନିଜର ଶାନଦାର ଅଭିନୟ ଏବଂ ଥ୍ରିଲର ଭରପୂର ଏବଂ ଦୁନିଆ ସାରା ପ୍ରସିଦ୍ଧ ‘ଜେମ୍ସ ବଣ୍ଡ୦୦୭’ର ଅପକମିଂ ଫିଲ୍ମ ‘ବଣ୍ଡ୨୫’ଲମ୍ବା ସମୟରୁ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ଦିନରୁ ଫିଲ୍ମକୁ ନେଇ ବଡ ପରିବର୍ତ୍ତନ କରାଯାଇଥିଳା । ବଣ୍ଡ ସିରିଜରେ ଆଗାମୀ ଫିଲ୍ମରେ ବଣ୍ଡଙ୍କ ଭୂମିକା ପରିବର୍ତ୍ତନ ହେବା ଶୁଣିବାକୁ ମିଳିଥିଲା ।

ବିଦେଶୀ ମିଡିଆରେ ଚାଲିଥିବା ଖବର ମୁତାବକ ବଣ୍ଡ୨୫’ କୁ ପ୍ରସିଦ୍ଧ ନିର୍ଦ୍ଦେଶକ ଡାନୀ ବୟଲ ଏହି ଫିଲ୍ମ ନିର୍ଦ୍ଦେଶନା କରି ଥାଆନ୍ତେ । କିନ୍ତୁ ଏବେ ସେ ଏହି ଫିଲ୍ମରୁ ଓହରି ଯିବା ଖବର ଶୁଣିବାକୁ ମିଳିଛି । ଶୁଣିବାକୁ ମିଳିଛି ଯେ ସେ ରଚନାତ୍ମକ ମତଭେଦ କାରଣରୁ ଏହି ଫିଲ୍ମ ନିର୍ଦ୍ଦେଶକ ମନା କରିଦେଇଛନ୍ତି ।

ବଣ୍ଡ୨୫ର ନିର୍ମାତା ମାଇକେଲ ଜି ବିଲ୍ସନ, ବାରବରା ବ୍ରୋକୋଲୀ ଏବଂ ଡାନିଏଲ କ୍ରେଗ ସଂଯୁକ୍ତ ବୟାନ ଜାରି କରି କହିଛନ୍ତି ଯେ ରଚନାମ!କ ମତଭେଦ କାରଣରୁ ସେ ଏହି ଫିଲ୍ମର ନିର୍ଦ୍ଦେଶନା କରିବାକୁ ମନା କରିଦେଇଛନ୍ତି । ଏହି ବିଷୟର ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା ଜେମସବଣ୍ଡ ଅଫସିଆଲ ଅକାଉଂଟରେ ଟ୍ୱିଟରରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More