Only for Entertainment

ଏଭଳିି ଜମ୍ପ କଲେ ଦିଶା ପଟାନୀ,ଭିଡ଼ିଓ ଭାଇରାଲ ।

youtube
0 58

ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ଅଧିକାଂଶ ସମୟରେ ସେ ଭିଡ଼ିଓ ସେୟାର କରନ୍ତି ଓ ତାହା ଭାଇରାଲ ହୋଇଯାଏ । ଏହିଥର ସେ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ଜବରଦସ୍ତ ଜମ୍ପ କରିଥିବା ନଜର ଆସିଛି ।

ଦିଶାଙ୍କ ଭାଇରାଲ ଭିଡ଼ିଓ ୨୭ ଲକ୍ଷରୁ ଅଧିକ ଥର ଦେଖାସରିଛି । ଏହି ଭିଡ଼ିଓରେ ସେ ଖତରନାକ ଷ୍ଟଂଟ କରିଛନ୍ତି । ଭିଡ଼ିଓରେ ସେ ଫ୍ରଂଟ ଫ୍ଲିପ ମାରିଛନ୍ତି । ସେଠାରେ ସେ ତାଙ୍କ କୋଚଙ୍କ ସହିତ ଅଛନ୍ତି । ତେବେ ସେ ଟାଇଗର ସ୍ରଫଙ୍କ ଠାରୁ ମଧ୍ୟ କମ ନୁହଁନ୍ତି ଏହା ଏହି ଭିଡ଼ିଓ ଦେଖି ଜଣାପଡ଼ୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More