Only for Entertainment

ବାସ୍କେଟ ବଲ ଖେଳି ଘରକୁ ଫେରିଲା ବେଳେ ସ୍ପଟ ହେଲେ ଦୀଶା ପଟାନୀ !

FIRSTPOST
30

ମୁମ୍ବାଇ ଷ୍ଟାର ମାନଙ୍କ ସହର ଅଟେ । ଯେଉଁଠି ଷ୍ଟାର ମାନେ ସ୍ପଟ ହେବା ସାଧାରଣ କଥା । ନିକଟରେ ଦୀଶା ପଟାନୀ ମୁମ୍ବାଇ ବାନ୍ଦ୍ରା ଇଲାକାରେ ବାସ୍କେଟ ବଲ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ଦେଖନ୍ତୁ –

ଦୀଶା ପଟାନୀ ମୁମ୍ବାଇରେ ହେଲେ ସ୍ପଟ ।

ବାସ୍କେଟ ବଲ ଖେଳି ବାହାରକୁ ଆସିଥିଲେ ଦୀଶା ।

ଦୀଶା ଏହି ଡ୍ରେସଅପରେ ଖୁବ ସୁନ୍ଦର ଦିଶୁଛନ୍ତି ।

ଖେଳ ସାରି ଘରକୁ ଗଲା ବେଳେ ହେଲେ ସ୍ପଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More