Only for Entertainment

ଏଲିୟନ ଡ୍ୟାନ୍ସ ପରେ ଦିବ୍ୟଙ୍କାଙ୍କ ଚାର୍ଲି ଡ୍ୟାନ୍ସ ହେଲା ଭାଇରାଲ

AajTak
0 52

ଟିଭି ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କ ଏଲିୟନ ଡ୍ୟାନ୍ସ ପରେ ବର୍ତ୍ତମାନ ତାଙ୍କର ଚାର୍ଲି ଡ୍ୟାନ୍ସ ଭାଇରାଲ ହେବାରେ ଲାଗିଛି । ଲଣ୍ଡନରେ ସୁଟିଂ କରିବା ସମୟରେ ଦିବ୍ୟଙ୍କା ସବୁଜ କୋର୍ଟ ପିନ୍ଧି ଚାର୍ଲି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

Going #Charlie with @Tomita_Artistul

A post shared by Divyanka Tripathi Dahiya (@divyankatripathidahiya) on

ଏହା ପୂର୍ବରୁ ଦିବ୍ୟଙ୍କାଙ୍କ ଏଲିୟନ ଡ୍ୟାନ୍ସ ଖୁବ ଫେମସ ହୋଇଥିଲା । ଏହି ଭିଡିଓ ଶେୟାର କରିବା ସହିତ ସେ ଲେଖିଥିଲେ, ‘ଯେଉଁ ପର୍ଯ୍ୟନ୍ତ ମୁଁ ଏହା ସହିତ ଡ୍ୟାନ୍ସ ନକରିବି ଏ ଏଲିୟନ ମୋତେ ଛାଡିବ ନାହିଁ ।’

ବର୍ତ୍ତମାନ ଏକ ଖାସ ସିନ ସୁଟ କରିବା ପାଇଁ ‘ୟେ ହୈ ମହୋବତେଁ’ର ପୁରା ଟିମ ଲଣ୍ଡନରେ ଅଛନ୍ତି । ଦିବ୍ୟଙ୍କା ଏହି ଟ୍ରିପର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More