Only for Entertainment

ଦୀପାବଳୀ ଅବସରରେ ଜୁହି ଚାୱଲା କଲେ ଟ୍ୱିଟ, ଲୋକମାନେ କଲେ ଟ୍ରୋଲ !

34

ଥଣ୍ଡା ଆସିବା ଆରମ୍ଭ ହେଉ ହେଉ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେବାରେ ଲାଗିଲାଣି । ସେହିଭଳି ଯେପରି ବର୍ଷା ଦିନେ ଯମୁନା ନଈର ସ୍ତର ବଢିବାକୁ ଲାଗିଥାଏ । ଏହିକାରଣରୁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି ଯେ କମ୍ ରୁ କମ୍ ବାଣ ଫୁଟାଇବା ପାଇଁ । ସେହିପରି ବଲିଉଡ କଳାକାର ମାନେ ମଧ୍ୟ ‘ସବୁଜ ଦୀପାବଳି’ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଅଭିନେତ୍ରୀ ଜୁହି ଚାୱଲା ଏକ ଟ୍ୱିଟ କରିଛନ୍ତି । ଏଥିରୁ ସେ ପବ୍ଲିକକୁ ପଚାରିଥିଲେ ଯେ ଏଥର ଦୀପାବଳିରେ ପରିବେଶକୁ କିଭଳି ସୁରକ୍ଷିତ ରଖିବେ । ଏହା ଉପରେ ଲୋକମାନେ ତାଙ୍କୁ ଭିନ୍ନ ଧରଣର ଉତ୍ତର ଦେଇଥିଲେ । ଜଣେ ୟୁଜର କହିଛନ୍ତି ଯେ ମୁଁ ସେହିଭଳି ପରିବେଶର ସୁରକ୍ଷା କରିବି, ଯେଉଁଭଳି କୋଲକାତା ନାଇଟ ରାଇଡର୍ସ ଆଇପିଏଲ ଜିତିବା ପରେ କରିଥିଲେ ।

ନିଜର ଏହି ଭିଡିଓ ଶେୟାର କରି ଜୂୁହି ଟ୍ୱିଟରରେ ଲେଖିଛନ୍ତି ଯେ ‘ଆପଣଙ୍କୁ ଜଣା ଅଛି ଯେ ପାରମ୍ପାରିକ ରୁପରେ ଦୀପାବଳୀ ଏବଂ ବାଣର ଖାସ ସମ୍ପର୍କ ରହିଛି । ଏହି ଦୀପାବଳିରେ ନିଜ ଘରକୁ ଦୀପରେ ଉଜ୍ୱଳ କରିବି ବୋଲି କହିଛନ୍ତି ଜୁହି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More